Pahalgam Terror Attack IPL Change: ପହଲଗାମ୍ ହମ୍ଲା; BCCIର ବଡ଼ ଘୋଷଣା, ଆଜି IPLରେ ହେବ ପରିବର୍ତ୍ତନ...
ପହଲଗାମ୍ ହମ୍ଲାକୁ ନେଇ ବଡ଼ ନିଷ୍ପତ୍ତି ନେଇଛି ବିସିସିଆଇ । ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚରେ ଖେଳାଳିମାନେ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ କଳା ବ୍ୟାଜ୍ ପିନ୍ଧି ମଇଦାନକୁ ଓହ୍ଲାଇବେ।