ନୟାପଲ୍ଲୀ ଥାନାରେ ଦିଲ୍ଲୀର CBI ଟିମ୍‌, ତିନି ଜଣଙ୍କୁ କରୁଛି ଜେରା

ଭୁବନେଶ୍ୱର ୦୨।୦୭ : ଭୁବନେଶ୍ୱରରେ ଦିଲ୍ଲୀର ସିବିଆଇ ଟିମ୍‌ । ନୟାପଲ୍ଲୀ ଥାନରେ ସିବିଆଇ ଟିମ୍‌ର ତନାଘନା । ପୋଲିସ ହେପାଜତରେ ଥିବା ତିନି ଜଣଙ୍କୁ ଅଟକ ରଖିଛି ସିବିଆଇ । ଖବର ଅନୁଯାୟୀ, ନୟାପଲ୍ଲୀ ଥାନାରେ ତିନି ଜଣଙ୍କ ଅଟକ ଅଛନ୍ତି । ଅଟକ ତିନି ଜଣଙ୍କ ମଧ୍ୟରେ ଜଣେ ଯୁବତୀ ଏବଂ ଦୁଇ ଜଣ ଯୁବକ ରହିଛନ୍ତି । ସେମାନଙ୍କୁ ଜେରା କରୁଛି ସିବିଆଇ ଟିମ୍‌ । ତେବେ ସେମାନେ କିଏ ଓ କାହିଁକି ଅଟକ ଅଛନ୍ତି । ତାଙ୍କୁ କଣ ପାଇଁ ଜେରା କରୁଛି ସିବିଆଇ । ଏବେ ଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ କେଉଁ ମାମଲାରେ ତିନି ଜଣ ଅଟକ । ସେନେଇ ବଢୁଛି ସସ୍‌ପେନ୍ସ ।  

ନୟାପଲ୍ଲୀ ଥାନାରେ ଦିଲ୍ଲୀର CBI ଟିମ୍‌, ତିନି ଜଣଙ୍କୁ କରୁଛି ଜେରା

ଭୁବନେଶ୍ୱର ୦୨।୦୭ : ଭୁବନେଶ୍ୱରରେ ଦିଲ୍ଲୀର ସିବିଆଇ ଟିମ୍‌ । ନୟାପଲ୍ଲୀ ଥାନରେ ସିବିଆଇ ଟିମ୍‌ର ତନାଘନା । ପୋଲିସ ହେପାଜତରେ ଥିବା ତିନି ଜଣଙ୍କୁ ଅଟକ ରଖିଛି ସିବିଆଇ । 

ଖବର ଅନୁଯାୟୀ, ନୟାପଲ୍ଲୀ ଥାନାରେ ତିନି ଜଣଙ୍କ ଅଟକ ଅଛନ୍ତି । ଅଟକ ତିନି ଜଣଙ୍କ ମଧ୍ୟରେ ଜଣେ ଯୁବତୀ ଏବଂ ଦୁଇ ଜଣ ଯୁବକ ରହିଛନ୍ତି । ସେମାନଙ୍କୁ ଜେରା କରୁଛି ସିବିଆଇ ଟିମ୍‌ । ତେବେ ସେମାନେ କିଏ ଓ କାହିଁକି ଅଟକ ଅଛନ୍ତି । ତାଙ୍କୁ କଣ ପାଇଁ ଜେରା କରୁଛି ସିବିଆଇ । ଏବେ ଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ କେଉଁ ମାମଲାରେ ତିନି ଜଣ ଅଟକ । ସେନେଇ ବଢୁଛି ସସ୍‌ପେନ୍ସ ।