ପଇଁତରା ମାରିବା ବେଳେ ଅଘଟଣ, କେନାଲକୁ ଖସିଲା PCR ଭ୍ୟାନ୍

ବାଲିପାଟଣା ୧୧।୩: କେନାଲକୁ ଖସିଲା PCR ଭ୍ୟାନ୍ । ହଂସପାଳ-ଅଭୟମୁଖି ରାସ୍ତା ବାଲିଅନ୍ତା ଥାନା ପାରିବାସୁଦେଇପୁର ନିକଟରେ ଗୋପ ବ୍ରାଞ୍ଚ କେନାଲକୁ ପୋଲିସ PCR ଭ୍ୟାନ୍ ଓଲଟି ପଡ଼ିଛି । ଭ୍ୟାନ୍‌ରେ ଥିବା ୩ ପୋଲିସ କର୍ମଚାରୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଅପରାହ୍ନରେ PCR ଭ୍ୟାନ୍ ହଂସପାଳ-ଅଭୟମୁଖି ରାସ୍ତାରେ ପଇଁତରା ମାରୁଥିଲା । ସାମ୍ନାରୁ ଏକ ବାଇକ୍ ସାମ୍ନାକୁ ଚାଲି ଆସିବାରୁ ଭାରସାମ୍ୟ ହରାଇ PCR ଭ୍ୟାନ୍‌ଟି ତିନି ଗଡ଼ା ଦେଇ କେନାଲରେ ପଡ଼ିଥିଲା । ଏଥିରେ ଥିବା ୩ ପୋଲିସ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି ।You Can Read:ବିଶୃଙ୍ଖଳିତ ଆଚରଣ ପାଇଁ କାର୍ଯ୍ୟାନୁଷ୍ଠାନ, ୭ ଦିନ ବିଧାନସଭାରୁ ନିଲମ୍ବିତ ହେଲେ କଂଗ୍ରେସ ବିଧାୟକ ତାରା ବାହିନୀପତି

ପଇଁତରା ମାରିବା ବେଳେ ଅଘଟଣ, କେନାଲକୁ ଖସିଲା PCR ଭ୍ୟାନ୍

ବାଲିପାଟଣା ୧୧।୩କେନାଲକୁ ଖସିଲା PCR ଭ୍ୟାନ୍ । ହଂସପାଳ-ଅଭୟମୁଖି ରାସ୍ତା ବାଲିଅନ୍ତା ଥାନା ପାରିବାସୁଦେଇପୁର ନିକଟରେ ଗୋପ ବ୍ରାଞ୍ଚ କେନାଲକୁ ପୋଲିସ PCR ଭ୍ୟାନ୍ ଓଲଟି ପଡ଼ିଛି । ଭ୍ୟାନ୍‌ରେ ଥିବା ୩ ପୋଲିସ କର୍ମଚାରୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । 

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଅପରାହ୍ନରେ PCR ଭ୍ୟାନ୍ ହଂସପାଳ-ଅଭୟମୁଖି ରାସ୍ତାରେ ପଇଁତରା ମାରୁଥିଲା । ସାମ୍ନାରୁ ଏକ ବାଇକ୍ ସାମ୍ନାକୁ ଚାଲି ଆସିବାରୁ ଭାରସାମ୍ୟ ହରାଇ PCR ଭ୍ୟାନ୍‌ଟି ତିନି ଗଡ଼ା ଦେଇ କେନାଲରେ ପଡ଼ିଥିଲା । ଏଥିରେ ଥିବା ୩ ପୋଲିସ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି ।

You Can Read:

ବିଶୃଙ୍ଖଳିତ ଆଚରଣ ପାଇଁ କାର୍ଯ୍ୟାନୁଷ୍ଠାନ, ୭ ଦିନ ବିଧାନସଭାରୁ ନିଲମ୍ବିତ ହେଲେ କଂଗ୍ରେସ ବିଧାୟକ ତାରା ବାହିନୀପତି