ପଞ୍ଚମ ମହଲାରୁ ତଳକୁ ପଡିଲା କୁକୁର, ଚାଲିଗଲା ୩ ବର୍ଷ ଶିଶୁର ଜୀବନ
ମୁମ୍ଵାଇ ୦୮।୦୮: ମୁମ୍ବାଇରୁ ଏବେ ହୃଦୟ ଥରା ଘଟଣା ସାମ୍ନାକୁ ଆସିଛି । ଦୁର୍ଘଟଣାରେ ତିନି ବର୍ଷର ଝିଅର ମୃତ୍ୟୁ ଘଟିଛି।ଝିଅଟି ମାଆଙ୍କ ସହ ରାସ୍ତା ବୁଲୁଥିଲେ । ତା’ପରେ କୁକୁରଟି ହଠାତ୍ କୋଠାର ପଞ୍ଚମ ମହଲାରୁ ତାଙ୍କ ଉପରେ ପଡ଼ିଗଲା। ଏହି ଦୁର୍ଘଟଣାରେ ଶିଶୁଟି ଚେତାଶୂନ୍ୟ ହୋଇଯାଇଥିଲା । ମହିଳା ଅର୍ଥାତ୍ ତା ମା’ ତୁରନ୍ତ ଡାକ୍ତରଖାନା ନେଇକି ଯାଇଥିଲେ। ହେଲେ ତାଙ୍କ ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିଲା । ଏହି ଯନ୍ତ୍ରଣା ଘଟଣାର ସମ୍ପୂର୍ଣ୍ଣ ଭିଡିଓ ସିସିଟିଭିରେ କ୍ୟାମେରାରେ କଏଦ ହୋଇଛି । ମୁମ୍ଵାଇ ଅଞ୍ଚଳର ଅମୃତ ନଗରରୁ ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ତିନି ବର୍ଷର ଝିଅ ଜଣେ ମାଆ ସହ ବୁଲିବାକୁ ଯାଇଥିଲେ । ଏହି ସମୟରେ ବିଲଡିଂର ପଞ୍ଚମ ମହଲାରୁ ଏକ କୁକୁର ରାସ୍ତାରେ ଯାଉଥିବା ଝିଅ ଉପରେ ପଡିଯାଇଥିଲା। ଆଖପାଖର ଲୋକମାନେ କିଛି ସମୟ ପାଇଁ ଚକିତ ହୋଇଗଲେ । ମହିଳା ଜଣଙ୍କ ତାଙ୍କ ଚେତାଶୂନ୍ୟ ଝିଅକୁ ଡାକ୍ତର କାନ ନେଇଥିଲେ । ହେଲେ ଝିଅଟିର ମୃତ୍ୟୁ ହୋଇଥିଲା । କୁକୁରଟି ସାମନ୍ୟ ଆଘାତ ପାଇଥିଲା । ଲୋକମାନେ କୁକୁରକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଥିଲେ। ତାର ଚିକିତ୍ସା ଚାଲିଛି । ତେବେ କୁକୁରଟି କିପରି ପଞ୍ଚମ ମହଲାରୁ ପଡିଲା, ତାହା ସ୍ପଷ୍ଟ ହୋଇପାରି ନାହିଁ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ମୁମ୍ଵାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ବର୍ତ୍ତମାନ ପୋଲିସ ଏହି ଘଟଣାର ଅଧିକ
ମୁମ୍ଵାଇ ୦୮।୦୮: ମୁମ୍ବାଇରୁ ଏବେ ହୃଦୟ ଥରା ଘଟଣା ସାମ୍ନାକୁ ଆସିଛି । ଦୁର୍ଘଟଣାରେ ତିନି ବର୍ଷର ଝିଅର ମୃତ୍ୟୁ ଘଟିଛି।ଝିଅଟି ମାଆଙ୍କ ସହ ରାସ୍ତା ବୁଲୁଥିଲେ । ତା’ପରେ କୁକୁରଟି ହଠାତ୍ କୋଠାର ପଞ୍ଚମ ମହଲାରୁ ତାଙ୍କ ଉପରେ ପଡ଼ିଗଲା। ଏହି ଦୁର୍ଘଟଣାରେ ଶିଶୁଟି ଚେତାଶୂନ୍ୟ ହୋଇଯାଇଥିଲା । ମହିଳା ଅର୍ଥାତ୍ ତା ମା’ ତୁରନ୍ତ ଡାକ୍ତରଖାନା ନେଇକି ଯାଇଥିଲେ। ହେଲେ ତାଙ୍କ ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିଲା । ଏହି ଯନ୍ତ୍ରଣା ଘଟଣାର ସମ୍ପୂର୍ଣ୍ଣ ଭିଡିଓ ସିସିଟିଭିରେ କ୍ୟାମେରାରେ କଏଦ ହୋଇଛି ।
ମୁମ୍ଵାଇ ଅଞ୍ଚଳର ଅମୃତ ନଗରରୁ ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ତିନି ବର୍ଷର ଝିଅ ଜଣେ ମାଆ ସହ ବୁଲିବାକୁ ଯାଇଥିଲେ । ଏହି ସମୟରେ ବିଲଡିଂର ପଞ୍ଚମ ମହଲାରୁ ଏକ କୁକୁର ରାସ୍ତାରେ ଯାଉଥିବା ଝିଅ ଉପରେ ପଡିଯାଇଥିଲା। ଆଖପାଖର ଲୋକମାନେ କିଛି ସମୟ ପାଇଁ ଚକିତ ହୋଇଗଲେ । ମହିଳା ଜଣଙ୍କ ତାଙ୍କ ଚେତାଶୂନ୍ୟ ଝିଅକୁ ଡାକ୍ତର କାନ ନେଇଥିଲେ । ହେଲେ ଝିଅଟିର ମୃତ୍ୟୁ ହୋଇଥିଲା । କୁକୁରଟି ସାମନ୍ୟ ଆଘାତ ପାଇଥିଲା ।
ଲୋକମାନେ କୁକୁରକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଥିଲେ। ତାର ଚିକିତ୍ସା ଚାଲିଛି । ତେବେ କୁକୁରଟି କିପରି ପଞ୍ଚମ ମହଲାରୁ ପଡିଲା, ତାହା ସ୍ପଷ୍ଟ ହୋଇପାରି ନାହିଁ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ମୁମ୍ଵାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ବର୍ତ୍ତମାନ ପୋଲିସ ଏହି ଘଟଣାର ଅଧିକ ତଦନ୍ତରେ ବ୍ୟସ୍ତ ଅଛି।