ପଡ଼ିଛି ଅଜଣା ବ୍ୟାଗ, ଅଛି କି ବୋମା ?

ସମ୍ବଲପୁର: ସମ୍ବଲପୁର ଅଇଁଠାପାଲିରେ ପଡ଼ିଛି ଅଜଣା ବ୍ୟାଗ । କେହି ଜଣେ ବ୍ୟାଗଟିକୁ ଫିଙ୍ଗି ଚାଲିଯାଇଥିବା ଅଭିଯୋଗ । ବ୍ୟାଗରେ... The post ପଡ଼ିଛି ଅଜଣା ବ୍ୟାଗ, ଅଛି କି ବୋମା ? appeared first on .

ପଡ଼ିଛି ଅଜଣା ବ୍ୟାଗ, ଅଛି କି ବୋମା ?

ସମ୍ବଲପୁର: ସମ୍ବଲପୁର ଅଇଁଠାପାଲିରେ ପଡ଼ିଛି ଅଜଣା ବ୍ୟାଗ । କେହି ଜଣେ ବ୍ୟାଗଟିକୁ ଫିଙ୍ଗି ଚାଲିଯାଇଥିବା ଅଭିଯୋଗ । ବ୍ୟାଗରେ ବୋମା ଥିବା ସନ୍ଦେହ କରାଯାଉଥିବା ବେଳେ ତାକୁ ନେଇ ପୂରା ସହରରେ ଆତଙ୍କ ଖେଳିଯାଇଛି । ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

The post ପଡ଼ିଛି ଅଜଣା ବ୍ୟାଗ, ଅଛି କି ବୋମା ? appeared first on .