‘ପଡିଆ ନାହିଁ, ଖେଳିବୁ କେଉଁଠି’

ମାଲକାନଗିରି ଜିଲ୍ଲାରେ ସ୍କୁଲ ଅଛି କିନ୍ତୁ ଖେଳ ପଡିଆ ନାହିଁ। ସଦର ମହକୁମାରେ କ୍ରୀଡା ଛାତ୍ରାବାସ ସହ ଭିତ୍ତିଭୁମି ଅଛି ହେଲେ ବର୍ଷ ବର୍ଷ ଧରି ଝୁଲୁଛି ତାଲା। ଫଳରେ ବଣର ମଲ୍ଲି ବଣରେ ଫୁଟି ମଉଳି ଯାଉଛି।