ପତ୍ନୀ ଅନୁଷ୍କାଙ୍କୁ ମନେ ପକାଇଲେ କୋହଲି, ତୁରନ୍ତ ଫୋନ୍ କରି କଲେ ଏହି କାମ, ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୩।୭: ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିବା ପରେ ଭାରତୀୟ ଦଳ ବାର୍ବାଡୋସରେ ଫସି ରହିଛନ୍ତି। ଭାରତ ଟି -୨୦ ବିଶ୍ୱକପ୍ ୨୦୨୪ର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଏହି ସଫଳତା ହାସଲ କରିଛି। ଏହା ପରେ ଭାରତୀୟ ଦଳକୁ ଭାରତକୁ ଫେରିବାକୁ ଥିଲା। ହେଲେ ବାର୍ବାଡୋସରେ ଘୂର୍ଣ୍ଣୀଝଡ ଯୋଗୁ ଭାରତୀୟ ଦଳ ଏ ପର୍ଯ୍ୟନ୍ତ ଭାରତରେ ପହଞ୍ଚି ପାରିନାହାନ୍ତି। ଏହି ସମୟରେ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କାଙ୍କୁ ମନେ ପକାଇଛନ୍ତି। କୋହଲି […] The post ପତ୍ନୀ ଅନୁଷ୍କାଙ୍କୁ ମନେ ପକାଇଲେ କୋହଲି, ତୁରନ୍ତ ଫୋନ୍ କରି କଲେ ଏହି କାମ, ଭିଡିଓ ଭାଇରାଲ appeared first on Dharitri Odia News.
ନୂଆଦିଲ୍ଲୀ,୩।୭: ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିବା ପରେ ଭାରତୀୟ ଦଳ ବାର୍ବାଡୋସରେ ଫସି ରହିଛନ୍ତି। ଭାରତ ଟି -୨୦ ବିଶ୍ୱକପ୍ ୨୦୨୪ର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଏହି ସଫଳତା ହାସଲ କରିଛି। ଏହା ପରେ ଭାରତୀୟ ଦଳକୁ ଭାରତକୁ ଫେରିବାକୁ ଥିଲା। ହେଲେ ବାର୍ବାଡୋସରେ ଘୂର୍ଣ୍ଣୀଝଡ ଯୋଗୁ ଭାରତୀୟ ଦଳ ଏ ପର୍ଯ୍ୟନ୍ତ ଭାରତରେ ପହଞ୍ଚି ପାରିନାହାନ୍ତି।
ଏହି ସମୟରେ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କାଙ୍କୁ ମନେ ପକାଇଛନ୍ତି। କୋହଲି ବାର୍ବାଡୋସର ଭୟଙ୍କର ପାଗକୁ ଅନୁଷ୍କାଙ୍କୁ ଭିଡିଓ କଲରେ ଦେଖାଉଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ମିଡିଆ ରିପୋର୍ଟ ଅନୁଯାୟୀ, ଟିମ ଇଣ୍ଡିଆ ଖେଳାଳିଙ୍କୁ ଆଣି ବିସିସିଆଇର ସ୍ବତନ୍ତ୍ର ବିମାନ ଦିଲ୍ଲୀରେ ଅବତରଣ କରିବ। ଏହି ବିମାନ ଆସନ୍ତାକାଲି ଯଥା ଭାରତୀୟ ସମୟ ଅନୁଯାୟୀ ଗୁରୁବାର ସକାଳ ୬ ଟାରେ ଦିଲ୍ଲୀରେ ପହଞ୍ଚିବ। ପୂର୍ବରୁ ରିପୋର୍ଟରେ କୁହାଯାଇଥିଲା ଯେ ଟିମ ଇଣ୍ଡିଆ ବୁଧବାର ସୁଦ୍ଧା ଦିଲ୍ଲୀରେ ପହଞ୍ଚିବ କିନ୍ତୁ ଏହା ସମ୍ଭବ ହୋଇପାରିନାହିଁ।
Virat Kohli shows Hurricane to Anushka Sharma on Video Call
pic.twitter.com/j7Ru54dUMW
— Virat Kohli Fan Club (@Trend_VKohli) July 2, 2024
The post ପତ୍ନୀ ଅନୁଷ୍କାଙ୍କୁ ମନେ ପକାଇଲେ କୋହଲି, ତୁରନ୍ତ ଫୋନ୍ କରି କଲେ ଏହି କାମ, ଭିଡିଓ ଭାଇରାଲ appeared first on Dharitri Odia News.
