ପତ୍ନୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ପତ୍ନୀକୁ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ଅଧିକ ୬ ମାସ କାରା ଦଣ୍ଡାଦେଶ ଶୁଣାଇଲେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ (୧) ସତ୍ୟନାରାୟଣ ପାତ୍ର । ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲା ସାଗରଦିଘି ଥାନା ଅନ୍ତର୍ଗତ କରାୟା ଗ୍ରାମର ସମ୍ରାଟ ଶେଖକୁ ଦଣ୍ଡାଦେଶ । ୨୦୨୧ ମସିହାରେ ବେତନଟୀ ଥାନା ଅଞ୍ଚଳରେ ରହୁଥିବା ବେଳେ ନିଜ ପତ୍ନୀଙ୍କୁ ହତ୍ୟା କରିବା ମାମଲାର ବିଚାର କରି ରାୟ […] The post ପତ୍ନୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ appeared first on KNews Odisha.

ପତ୍ନୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ
court

ପତ୍ନୀକୁ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ଅଧିକ ୬ ମାସ କାରା ଦଣ୍ଡାଦେଶ ଶୁଣାଇଲେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ (୧) ସତ୍ୟନାରାୟଣ ପାତ୍ର । ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲା ସାଗରଦିଘି ଥାନା ଅନ୍ତର୍ଗତ କରାୟା ଗ୍ରାମର ସମ୍ରାଟ ଶେଖକୁ ଦଣ୍ଡାଦେଶ । ୨୦୨୧ ମସିହାରେ ବେତନଟୀ ଥାନା ଅଞ୍ଚଳରେ ରହୁଥିବା ବେଳେ ନିଜ ପତ୍ନୀଙ୍କୁ ହତ୍ୟା କରିବା ମାମଲାର ବିଚାର କରି ରାୟ ଶୁଣାଇଛନ୍ତି ମାନ୍ୟବର କୋର୍ଟ ।

The post ପତ୍ନୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ appeared first on KNews Odisha.