ପଥର ବିଗ୍ରହରେ ବ୍ରହ୍ମ ପ୍ରତିଷ୍ଠା ଠିକ୍ ନୁହେଁ
‘#ପଥର_ବିଗ୍ରହରେ_ବ୍ରହ୍ମ_ପ୍ରତିଷ୍ଠା_ଠିକ୍_ନୁହେଁ’ ପଶ୍ଚିମବଙ୍ଗ ଦୀଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ ତେଜିଲା ବିବାଦ। ଦୀଘାରେ ପଥର ନିର୍ମିତ ବିଗ୍ରହରେ ବ୍ରହ୍ମ ପ୍ରତିଷ୍ଠା କରାଯାଇଥିବା ଚର୍ଚ୍ଚା ହେଉଛି, ଯାହା ବିଦ୍ଧି ସମ୍ମତ ନୁହଁ ବୋଲି କହିଛନ୍ତି ବରିଷ୍ଠ ଦଇତାପତି ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର।