ପଦଚ୍ୟୁତ ହେଲେ ମହିଳା ସରପଞ୍ଚ, ୩ ସନ୍ତାନ ଥାଇ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ

ବୌଦ୍ଧ ୨।୮: ପଦଚ୍ୟୁତ ହେଲେ ମହିଳା ସରପଞ୍ଚ । ବୌଦ୍ଧ ଜିଲ୍ଲା ଖୁଣ୍ଟିଗୋରା ପଞ୍ଚାୟତ ସରପଞ୍ଚ ସୁନୀତା ମାଝି ପଦଚ୍ୟୁତ ହୋଇଛନ୍ତି । ୩ଟି ସନ୍ତାନ ଥାଇ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ନିର୍ବାଚନ ଅସିଦ୍ଧ ଘୋଷଣା ପାଇଁ କୋର୍ଟରେ ମାମଲା ଦାୟର କରିଥିଲେ ପ୍ରତିଦ୍ବନ୍ଦ୍ବି ପ୍ରଭାସିନୀ ଖଟୁଆ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପଦଚ୍ୟୁତ ନେଇ ଘୋଷଣା କଲେ ଜିଲ୍ଲାପାଳ । ତେବେ ଏହା ଫଳରେ ଖୁଣ୍ଟିଗୋରା ପଞ୍ଚାୟତ ସରପଞ୍ଚ ପଦବୀ ଶୂନ୍ୟ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।You Can Read:ସହିପାରିଲେନି ଆର୍ଥିକ ଅନଟନ, ବିଷ ପିଇଦେଲେ ଗୋଟିଏ ପରିଵାରର ୩ ସଦସ୍ୟ

ପଦଚ୍ୟୁତ ହେଲେ ମହିଳା ସରପଞ୍ଚ, ୩ ସନ୍ତାନ ଥାଇ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ

ବୌଦ୍ଧ ୨: ପଦଚ୍ୟୁତ ହେଲେ ମହିଳା ସରପଞ୍ଚ । ବୌଦ୍ଧ ଜିଲ୍ଲା ଖୁଣ୍ଟିଗୋରା ପଞ୍ଚାୟତ ସରପଞ୍ଚ ସୁନୀତା ମାଝି ପଦଚ୍ୟୁତ ହୋଇଛନ୍ତି । ୩ଟି ସନ୍ତାନ ଥାଇ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ନିର୍ବାଚନ ଅସିଦ୍ଧ ଘୋଷଣା ପାଇଁ କୋର୍ଟରେ ମାମଲା ଦାୟର କରିଥିଲେ ପ୍ରତିଦ୍ବନ୍ଦ୍ବି ପ୍ରଭାସିନୀ ଖଟୁଆ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପଦଚ୍ୟୁତ ନେଇ ଘୋଷଣା କଲେ ଜିଲ୍ଲାପାଳ । 

ତେବେ ଏହା ଫଳରେ ଖୁଣ୍ଟିଗୋରା ପଞ୍ଚାୟତ ସରପଞ୍ଚ ପଦବୀ ଶୂନ୍ୟ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

You Can Read:

ସହିପାରିଲେନି ଆର୍ଥିକ ଅନଟନ, ବିଷ ପିଇଦେଲେ ଗୋଟିଏ ପରିଵାରର ୩ ସଦସ୍ୟ