ପଦ୍ମ ଧରିବେ କି ସମୀର !

ନିମାପଡା ବିଜେପି ବିଧାୟିକା ପ୍ରାର୍ଥିନୀ ପ୍ରଭାତୀ ପରିଡାଙ୍କ ପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା।

ପଦ୍ମ ଧରିବେ କି ସମୀର !

ବିଜେପି ଯିବେ କି ସମୀର ଦାଶ ? ନିମାପଡା ବିଜେପି ବିଧାୟିକା ପ୍ରାର୍ଥିନୀ ପ୍ରଭାତୀ ପରିଡାଙ୍କ ପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା। କହିଲେ, ନିମାପଡାରେ ସମୀକରଣ ବଦଳାଇ ପାରନ୍ତି ସମୀର ଦାଶ। ସେ ସମୀକରଣ ବଦଳାଇପାରିବେ, ଜଣେ ଯଦି ତିନି ବର୍ଷରେ ମନ୍ତ୍ରୀ ଏବଂ ବିଧାୟକ ଅଛନ୍ତି ଏବଂ ତାଙ୍କର ନିଜସ୍ୱ ସଂଗଠନ ଅଛି। ସେ ଚାହିଁଲେ ସଂଗଠନ ବଦଳାଇପାରିବେ। ଜନତା ଏଥର ପ୍ରଭାତୀ ପରିଡା ଏବଂ ବିଜେପି ସପକ୍ଷରେ ଅଛନ୍ତି ବୋଲି ସେ କହିଛନ୍ତି।