ମୋନାଲିସାଙ୍କ ମୃତ୍ୟୁ ପଛର କାରଣ କ’ଣ ପ୍ରେମ?

ଭାଇର ପରିଚୟ ଦେଇ ତାଙ୍କ ପାଖକୁ ଆସୁଥିବା ଯୁବକ ଜଣଙ୍କ କିଏ? ଯଦି ସେ ମୋନାଲିସାଙ୍କ ଭାଇ, ତା’ହେଲେ ଭଉଣୀ ମରିଯାଇଥିବା ଜାଣିବା ପରେ କାହିଁକି ସେଠାରୁ ଫେରାର ହୋଇଯାଇଥିଲେ?  

ମୋନାଲିସାଙ୍କ ମୃତ୍ୟୁ ପଛର କାରଣ କ’ଣ ପ୍ରେମ?

ମାତ୍ର ୬ ମାସ ତଳେ ଚାକିରି କରିଥିଲେ। ନୂଆ ଚାକିରିରେ ବେଶ୍‌ ଖୁସି ବି ଥିଲେ । ମାତ୍ର ହଠାତ୍‌ ସବୁ କିଛି ଓଲଟପାଲଟ ହୋଇଗଲା। ବନ୍ଦ କୋଠରୀ ଭିତରୁ ମିଳିଲା କନିଷ୍ଠ ଯନ୍ତ୍ରୀ ମୋନାଲିସା ହେମ୍ବ୍ରମଙ୍କ ଝୁଲନ୍ତା ମୃତଦେହ । ଏପରି ଏକ ଚାଞ୍ଚଲ୍ୟକର ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ଘଟିଛି। ହେଲେ ଭାଇର ପରିଚୟ ଦେଇ ତାଙ୍କ ପାଖକୁ ଆସୁଥିବା ଯୁବକ ଜଣଙ୍କ କିଏ? ଯଦି ସେ ମୋନାଲିସାଙ୍କ ଭାଇ, ତା’ହେଲେ ଭଉଣୀ ମରିଯାଇଥିବା ଜାଣିବା ପରେ କାହିଁକି ସେଠାରୁ ଫେରାର ହୋଇଯାଇଥିଲେ?