ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍ ଆହତ: ମ୍ୟାଚ୍ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ
ନୂଆଦିଲ୍ଲୀ,୨୫।୪: ଆଇପିଏଲ୍ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ ଚମତ୍କାର ଇନିଂସ ଖେଳି ୪୩ ବଲରେ ୮୮ ରନ କରିଥିଲେ। ଏଥିରେ ୫ ଚୌକା ଓ ୮ ଛକା ମାରିଥିଲେ। ଏହି ଦ୍ରୁତ ବ୍ୟାଟିଂ ସମୟରେ ପନ୍ତଙ୍କ ଛକାରେ ଜଣେ କ୍ୟାମେରାମ୍ୟାନ ଆହତ ହୋଇଥିଲେ। ଏହାପରେ ସେ ବର୍ତ୍ତମାନ କ୍ଷମା ମାଗିଛନ୍ତି। କ୍ୟାମେରାମ୍ୟାନଙ୍କୁ କ୍ଷମା ମାଗୁଥିବା ଭିଡିଓ ଆଇପିଏଲର ଅଫିସିଆଲ […] The post ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍ ଆହତ: ମ୍ୟାଚ୍ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ appeared first on Dharitri Odia News.
ନୂଆଦିଲ୍ଲୀ,୨୫।୪: ଆଇପିଏଲ୍ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ ଚମତ୍କାର ଇନିଂସ ଖେଳି ୪୩ ବଲରେ ୮୮ ରନ କରିଥିଲେ। ଏଥିରେ ୫ ଚୌକା ଓ ୮ ଛକା ମାରିଥିଲେ। ଏହି ଦ୍ରୁତ ବ୍ୟାଟିଂ ସମୟରେ ପନ୍ତଙ୍କ ଛକାରେ ଜଣେ କ୍ୟାମେରାମ୍ୟାନ ଆହତ ହୋଇଥିଲେ। ଏହାପରେ ସେ ବର୍ତ୍ତମାନ କ୍ଷମା ମାଗିଛନ୍ତି।
କ୍ୟାମେରାମ୍ୟାନଙ୍କୁ କ୍ଷମା ମାଗୁଥିବା ଭିଡିଓ ଆଇପିଏଲର ଅଫିସିଆଲ ସୋସିଆଲ ମିଡିଆରେ ଶେୟାର କରାଯାଇଛି। ଏହି ସମୟରେ ପନ୍ତଙ୍କୁ ଦଳର ମୁଖ୍ୟ କୋଚ ରିକି ପଣ୍ଟିଂଙ୍କ ସହ ଦେଖିବାକୁ ମିଳିଥିଲା। ଭିଡିଓରେ ପନ୍ତ କ୍ୟାମେରାମ୍ୟାନଙ୍କୁ କ୍ଷମା ମାଗିଛନ୍ତି।
A Camera person got hit by a six from Rishabh Pant, later he apologized and sent a special message to him.
![]()
Pant – A Humble person….!!!!pic.twitter.com/TKMQrPjHR7
— Johns. (@CricCrazyJohns) April 25, 2024
The post ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍ ଆହତ: ମ୍ୟାଚ୍ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ appeared first on Dharitri Odia News.