ପବିତ୍ର ମହାଷ୍ଟମୀରେ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ବୁଲି ମା'ଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ୧୧।୧୦: ପବିତ୍ର ମହାଷ୍ଟମୀ, ଦେବୀ ପୀଠ ଚଳଚଞ୍ଚଳ । ଭୁବନେଶ୍ବର ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଭିନ୍ନ ପୂଜା ମଣ୍ଡପ ବୁଲି ମା'ଙ୍କ ଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ । ପାଟଣାସାହି ମଣ୍ଡପରେ ମୁଖ୍ୟମନ୍ତ୍ରୀ ମା'ଙ୍କ ଦର୍ଶନ କରିଛନ୍ତି । ରାଜ୍ୟବାସୀଙ୍କୁ ଶାରଦୀୟ ପୂଜା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମହାଷ୍ଟମୀରେ ମା'ଙ୍କୁ ଦର୍ଶନ କରି ଆଶିଷ କାମନା କଲେ ।You Can Read:ସାରା ରାଜ୍ୟର ଦୁର୍ଗା ପୂଜା ପେଣ୍ଡାଲ ଭଡ଼ା ଛାଡ, ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ

ପବିତ୍ର ମହାଷ୍ଟମୀରେ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ବୁଲି ମା'ଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ୧୧।୧୦: ପବିତ୍ର ମହାଷ୍ଟମୀ, ଦେବୀ ପୀଠ ଚଳଚଞ୍ଚଳ । ଭୁବନେଶ୍ବର ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଭିନ୍ନ ପୂଜା ମଣ୍ଡପ ବୁଲି ମା'ଙ୍କ ଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ । ପାଟଣାସାହି ମଣ୍ଡପରେ ମୁଖ୍ୟମନ୍ତ୍ରୀ ମା'ଙ୍କ ଦର୍ଶନ କରିଛନ୍ତି । ରାଜ୍ୟବାସୀଙ୍କୁ ଶାରଦୀୟ ପୂଜା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମହାଷ୍ଟମୀରେ ମା'ଙ୍କୁ ଦର୍ଶନ କରି ଆଶିଷ କାମନା କଲେ ।

You Can Read:

ସାରା ରାଜ୍ୟର ଦୁର୍ଗା ପୂଜା ପେଣ୍ଡାଲ ଭଡ଼ା ଛାଡ, ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ