ପରଦାକୁ ଆସିଲା ସୁପରଷ୍ଟାର ପ୍ରଭାସଙ୍କ ‘ସାଲାର’, ଫ୍ୟାନ୍ କହିଲେ ‘ବାହୁବଳୀ ଇଜ୍ ବ୍ୟାକ୍’
ମୁମ୍ବାଇ, ୨୨।୧୨: ବଡ ପରଦାରେ ରିଲିଜ ହୋଇଛି ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ‘ସାଲାର ପାର୍ଟ-୧’। ‘ଆଦିପୁରୁଷ’ ବିଫଳତା ସାଲାର ଫିଲ୍ମରେ ପ୍ରଭାସଙ୍କ ମ୍ୟାଜିକ୍ ଦେଖିବା ପାଇଁ ତାଙ୍କର ପ୍ରଶଂସକମାନେ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିଲେ। ‘ସାଲାର’ରେ ପ୍ରଭାସଙ୍କ ଆକ୍ସନ୍ ଏବଂ ଦମଦାର ଡାଏଲଗ ଦର୍ଶକଙ୍କ ପାଇଁ ଅପେକ୍ଷାର ଫଳ ମିଳିବାକୁ ଯାଉଛି। ଏଇ ଆକ୍ସନ୍-ଡ୍ରାମାରେ ପ୍ରୀତିରାଜ ସୁକୁମାରନ୍, ଶ୍ରୁତି ହାସନ, ଜଗପତି ବାବୁ, ଟିନୁ ଆନନ୍ଦ ଏବଂ ଶ୍ରୀୟା ରେଡ୍ଡୀ ପ୍ରମୁଖ ଭୂମିକାରେ ନଜର ଆସିବେ। ସମଗ୍ର […] The post ପରଦାକୁ ଆସିଲା ସୁପରଷ୍ଟାର ପ୍ରଭାସଙ୍କ ‘ସାଲାର’, ଫ୍ୟାନ୍ କହିଲେ ‘ବାହୁବଳୀ ଇଜ୍ ବ୍ୟାକ୍’ appeared first on Dharitri Odia News.
ମୁମ୍ବାଇ, ୨୨।୧୨: ବଡ ପରଦାରେ ରିଲିଜ ହୋଇଛି ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ‘ସାଲାର ପାର୍ଟ-୧’। ‘ଆଦିପୁରୁଷ’ ବିଫଳତା ସାଲାର ଫିଲ୍ମରେ ପ୍ରଭାସଙ୍କ ମ୍ୟାଜିକ୍ ଦେଖିବା ପାଇଁ ତାଙ୍କର ପ୍ରଶଂସକମାନେ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିଲେ। ‘ସାଲାର’ରେ ପ୍ରଭାସଙ୍କ ଆକ୍ସନ୍ ଏବଂ ଦମଦାର ଡାଏଲଗ ଦର୍ଶକଙ୍କ ପାଇଁ ଅପେକ୍ଷାର ଫଳ ମିଳିବାକୁ ଯାଉଛି।
ଏଇ ଆକ୍ସନ୍-ଡ୍ରାମାରେ ପ୍ରୀତିରାଜ ସୁକୁମାରନ୍, ଶ୍ରୁତି ହାସନ, ଜଗପତି ବାବୁ, ଟିନୁ ଆନନ୍ଦ ଏବଂ ଶ୍ରୀୟା ରେଡ୍ଡୀ ପ୍ରମୁଖ ଭୂମିକାରେ ନଜର ଆସିବେ। ସମଗ୍ର ଭାରତରେ ଫିଲ୍ମ ପ୍ରାୟ ୯୫ କୋଟି ଟଙ୍କା ରୋଜଗାର କରିବ ବୋଲି ପୂର୍ବାନୁମାନ କରାଯାଉଛି। ସାଲାର ଶାହରୁଖ ଖାନଙ୍କ ଡଙ୍କି ସହିତ ସଂଘର୍ଷ ବକ୍ସ ଅଫିସରେ କରିବ।
ତେବେ ଆଶା କରାଯାଉଛି ଯେ, ପ୍ରଭାସଙ୍କ ଏହି ଫିଲ୍ମ କିଛିଦିନ ବକ୍ସ ଅଫିସରେ ରାଜ କରିବ। ଦର୍ଶକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ତେଲଙ୍ଗାନା ଭଳି ରାଜ୍ୟରେ ରାତି ୧ ଟା ରୁ ଶୋ ଆରମ୍ଭ କରିବାକୁ ଅନୁମତି ମିଳିଛି। ଫଳରେ ସକାଳୁ ସକାଳୁ ପ୍ରଭାସଙ୍କ ପ୍ରଶଂସକମାନେ ସିନେମାଘେରା ଆଗରେ ଭିଡ ଜମାଇବା ସହିତ ସାଲାର ବ୍ଲକବଷ୍ଟର ହେବ ବୋଲି କହିଛନ୍ତି। ସୋସିଆଲ ମିଡ଼ିଆ ଏକ୍ସରେ ମଧ୍ୟ ପ୍ରଶଂସକମାନେ ସେମାନଙ୍କର ପ୍ରତିକ୍ରିୟା ଦେଇଛନ୍ତି।
#Salaar:
½
SPECTACULAR
||#SalaarReview||#Prabhas as Deva excels in this relentless rollercoaster of adrenaline-pumping action film. #PrashanthNeel transcends the boundaries of the typical action genre, delivering a blend of fights & elevations. After securing… pic.twitter.com/eL9WK7JnIR
— Manobala Vijayabalan (@ManobalaV) December 21, 2023
1st Half – STORY Establishment
2nd Half – UNLIMITED Goosebumps stuffMassive COMEBACK
Read More
