ପରଦାରେ ରାମ.. କିଏ ଆପଣଙ୍କ ମନପସନ୍ଦ ?
ପିଢି ପରେ ପଢି ଭକ୍ତଙ୍କୁ ରାମ ଭକ୍ତିରସରେ ବୁଢାଇ ରଖିବାରେ ଟିଭି ଆଉ ଚଳଚ୍ଚିତ୍ର ଜଗତର ରହିଥିଲା ମୁଖ୍ୟ ଭୂମିକା.. ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଆଦର୍ଶକୁ ଦର୍ଶକଙ୍କଠାରେ ପହଞ୍ଚାଇ ହୃଦୟରେ ରାମ ଭକ୍ତି ଜାଗ୍ରତ କରିଥିଲେ ଅନେକ ଅଭିନେତା..ଯାହା ଆଜି ପର୍ଯ୍ୟନ୍ତ ଦର୍ଶକ ଭୁଲି ନାହାନ୍ତି.. ଶ୍ରୀରାମ ଚରିତ୍ରରେ ସେମାନଙ୍କ ଅଭିନୟ ଏତେ ଜୀବନ୍ତ ଲାଗୁଥିଲା ଯେ ଦର୍ଶକ ଅନେକ ସମୟରେ ଅଭିନେତାଙ୍କୁ ହିଁ ପ୍ରଭୁ ରାମ ବୋଲି ଭାବି ପ୍ରଣାମ କରୁଥିଲେ..
#ପରଦାରେ_ରାମ.. କିଏ ଆପଣଙ୍କ ମନପସନ୍ଦ ?