ପର୍ଦ୍ଦାଫାଶ କରିବେ ମୋହନ ସରକାର

ବିଜେଡି ସରକାର ସମୟରେ କେମିତି ଚାଲିଥିଲା ଅଣ ଓଡ଼ିଆ ଠିକାଦାରଙ୍କ ରାଜ୍।

ପର୍ଦ୍ଦାଫାଶ କରିବେ ମୋହନ ସରକାର

ବିଜେଡି ସରକାର ସମୟରେ ବାହାର ଠିକାଦାରଙ୍କ କାରନାମାର ପର୍ଦ୍ଦାଫାଶ କରିବେ ମୋହନ ସରକାର। ଖୋଳତାଡ ହେବ ଟେଣ୍ଡର ପ୍ରକ୍ରିୟା। କେମିତି କାମ ପାଉଥିଲେ ଅଣଓଡିଆ ଠିକାଦାର। କାହିଁକି ଫିଟ୍ ହେଉନଥିଲେ ଓଡିଆ କଣ୍ଟ୍ରାକ୍ଟର। ଛୋଟ ଛୋଟ କାମକୁ ମିଶାଇ ମେଗା ପ୍ରୋଜେକ୍ଟ କରି ଟେଣ୍ଡର କିକବ୍ୟାକ୍ ପଛରେ କିଏ। ଦେଖନ୍ତୁ ପୂରା ରିପୋର୍ଟ ।