ପଲଟିଲା ସତ୍ତା। ହେଲେ ପରାଜୟକୁ ଗ୍ରହଣ କରିପାରୁନାହାନ୍ତି ପରାଜିତ ପ୍ରାର୍ଥୀ

ବିଜେଡି ବିଧାୟକଙ୍କ ବିରୋଧରେ ସର୍ବାଧିକ ମାମଲା ଦାୟର ହୋଇଛି। 

ପଲଟିଲା ସତ୍ତା। ହେଲେ ପରାଜୟକୁ ଗ୍ରହଣ କରିପାରୁନାହାନ୍ତି ପରାଜିତ ପ୍ରାର୍ଥୀ

ପଲଟିଲା ସତ୍ତା। ହେଲେ ପରାଜୟକୁ ଗ୍ରହଣ କରିପାରୁନାହାନ୍ତି ପରାଜିତ ପ୍ରାର୍ଥୀ। ଯେଉଁଥିପାଇଁ ହାଇକୋର୍ଟରେ ରୁଜୁ ହୋଇଛି ରେକର୍ଡ ମାମଲା। କିଏ ଭୁଲ ତଥ୍ୟ ପାଇଁ ତ ଆଉ କିଏ ବିଜୟୀ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଓ ଜାତିଗତ ପ୍ରମାଣପତ୍ରକୁ ନେଇ ମାମଲା ଦାୟର କରିଛନ୍ତି। ତେବେ ବିଜେଡି ବିଧାୟକଙ୍କ ବିରୋଧରେ ସର୍ବାଧିକ ମାମଲା ଦାୟର ହୋଇଛି।