ସୁବର୍ଣ୍ଣପୁରରୁ ପୁରୀକୁ ପ୍ରଥମ ଥର ଗଡ଼ିଲା ଟ୍ରେନ, ଲୋକେ କହିଲେ- ସାକାର ହେଲା ସ୍ୱପ୍ନ
ବିନିକା: ପାତାଳୀ ଶ୍ରକ୍ଷେତ୍ରରୁ ପୁରୀକୁ ଗଡ଼ିଲା ଟ୍ରେନ । ଶୁକ୍ରବାର ପ୍ରଥମ ଥର ସୋନପୁର ଷ୍ଟେସନରୁ ପୁରୀ ଗଡ଼ିଛି ଟ୍ରେନ୍ । ଗତ ୩ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋନପୁର ଷ୍ଟେସନ ଓ ଏକ ନୂତନ ଏକ୍ସପ୍ରେସ ପୁରୀରୁ ସୋନପୁରକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଆଉ ଏହାପରେ ଶୁକ୍ରବାର ସୋନପୁର ଷ୍ଟେସନରୁ ସ୍ଥାନୀୟ ଲୋକ ଯାତ୍ରା କରିଛନ୍ତି । ତେବେ ଟ୍ରେନ୍ ଯାତ୍ରାକୁ ନେଇ ସ୍ଥାନୀୟ ଲୋକେ ସ୍ବପ୍ନ ସାକାର ହେଉଛି ବୋଲି କହିବା ସହ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଆଗାମୀ ଦିନରେ ଏହି ଷ୍ଟେସନରୁ ଆହୁରି ଅଧିକ ଟ୍ରେନ ଚାଳଚଳ କରିବାକୁ ଦାବି କରିଛନ୍ତି ଯାତ୍ରୀ। ଆହୁରି ପଢ଼ନ୍ତୁ: ଗୋପାଳପୁର ସମୁଦ୍ର ବେଳାଭୂମିରେ ମୃତ ଅଲିଭ ରିଡଲେ, ସୁରକ୍ଷା ନେଇ ଉଠିଲା ପ୍ରଶ୍ନବାଚୀ The post ସୁବର୍ଣ୍ଣପୁରରୁ ପୁରୀକୁ ପ୍ରଥମ ଥର ଗଡ଼ିଲା ଟ୍ରେନ, ଲୋକେ କହିଲେ- ସାକାର ହେଲା ସ୍ୱପ୍ନ appeared first on Prameya News7.
ବିନିକା: ପାତାଳୀ ଶ୍ରକ୍ଷେତ୍ରରୁ ପୁରୀକୁ ଗଡ଼ିଲା ଟ୍ରେନ । ଶୁକ୍ରବାର ପ୍ରଥମ ଥର ସୋନପୁର ଷ୍ଟେସନରୁ ପୁରୀ ଗଡ଼ିଛି ଟ୍ରେନ୍ । ଗତ ୩ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋନପୁର ଷ୍ଟେସନ ଓ ଏକ ନୂତନ ଏକ୍ସପ୍ରେସ ପୁରୀରୁ ସୋନପୁରକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଆଉ ଏହାପରେ ଶୁକ୍ରବାର ସୋନପୁର ଷ୍ଟେସନରୁ ସ୍ଥାନୀୟ ଲୋକ ଯାତ୍ରା କରିଛନ୍ତି । ତେବେ ଟ୍ରେନ୍ ଯାତ୍ରାକୁ ନେଇ ସ୍ଥାନୀୟ ଲୋକେ ସ୍ବପ୍ନ ସାକାର ହେଉଛି ବୋଲି କହିବା ସହ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଆଗାମୀ ଦିନରେ ଏହି ଷ୍ଟେସନରୁ ଆହୁରି ଅଧିକ ଟ୍ରେନ ଚାଳଚଳ କରିବାକୁ ଦାବି କରିଛନ୍ତି ଯାତ୍ରୀ।

ଆହୁରି ପଢ଼ନ୍ତୁ: ଗୋପାଳପୁର ସମୁଦ୍ର ବେଳାଭୂମିରେ ମୃତ ଅଲିଭ ରିଡଲେ, ସୁରକ୍ଷା ନେଇ ଉଠିଲା ପ୍ରଶ୍ନବାଚୀ
The post ସୁବର୍ଣ୍ଣପୁରରୁ ପୁରୀକୁ ପ୍ରଥମ ଥର ଗଡ଼ିଲା ଟ୍ରେନ, ଲୋକେ କହିଲେ- ସାକାର ହେଲା ସ୍ୱପ୍ନ appeared first on Prameya News7.