ପଳାତକ ଆଇଆଇସି ଧନେଶ୍ୱର ସାହୁ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ

ପଳାତକ ଆଇଆଇସି ଧନେଶ୍ୱର ସାହୁ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ। ଗତକାଲି ନରସିଂହପୁରରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଜଳେଶ୍ବର ଥାନାର ପୂର୍ବତନ ଆଇଆଇସି ଧନେଶ୍ୱର। ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ଥିଲେ ଧନେଶ୍ୱର। ତାଙ୍କ ବିରୋଧରେ ହୋଇଥିବା ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିଲା। କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେବା ପରେ ଗତ ୪ ବର୍ଷ ଧରି ଫେରାର ଥିଲେ ଧନେଶ୍ୱର। The post ପଳାତକ ଆଇଆଇସି ଧନେଶ୍ୱର ସାହୁ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ appeared first on KNews Odisha.

ପଳାତକ ଆଇଆଇସି ଧନେଶ୍ୱର ସାହୁ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ
arrest

ପଳାତକ ଆଇଆଇସି ଧନେଶ୍ୱର ସାହୁ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ। ଗତକାଲି ନରସିଂହପୁରରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଜଳେଶ୍ବର ଥାନାର ପୂର୍ବତନ ଆଇଆଇସି ଧନେଶ୍ୱର। ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ଥିଲେ ଧନେଶ୍ୱର। ତାଙ୍କ ବିରୋଧରେ ହୋଇଥିବା ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିଲା। କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେବା ପରେ ଗତ ୪ ବର୍ଷ ଧରି ଫେରାର ଥିଲେ ଧନେଶ୍ୱର।

The post ପଳାତକ ଆଇଆଇସି ଧନେଶ୍ୱର ସାହୁ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ appeared first on KNews Odisha.