ପଶ୍ଚିମ ଓଡ଼ିଶାରେ ନବୀନଙ୍କୁ ଟକ୍କର ଦେବେ ଲଷ୍ମଣ
ଭୁବନେଶ୍ୱର, ୧୭।୪: ବିଜେଡି ଆଜି ଆଉ ୯ ଜଣ ବିଧାୟକ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ପଞ୍ଚାମ ପର୍ଯ୍ୟାୟ ବିଧାନସଭା ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପ୍ରଥମ ପର୍ଯ୍ୟାୟ ମତଦାନ ନିମନ୍ତେ ବାକି ଥିବା ଜୟପୁର, ଚିତ୍ରକୋଣ୍ଡା ଆସନ ପାଇଁ ବି ପ୍ରାର୍ଥୀ ଘୋଷଣା ହୋଇଛି। ନବୀନ ହିଞ୍ଜିଳି ସହ କଣ୍ଟାବାଞ୍ଜିରେ ଲଢିବା ନେଇ ଘୋଷଣା କରିବା ପରେ ରାଜ୍ୟରେ ସାଧାରଣ ନିର୍ବାଚନ ପରେ ଆଉ ଏକ ଉପନିର୍ବାଚନ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ପଶ୍ଚିମ […] The post ପଶ୍ଚିମ ଓଡ଼ିଶାରେ ନବୀନଙ୍କୁ ଟକ୍କର ଦେବେ ଲଷ୍ମଣ appeared first on Dharitri Odia News.
ଭୁବନେଶ୍ୱର, ୧୭।୪: ବିଜେଡି ଆଜି ଆଉ ୯ ଜଣ ବିଧାୟକ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ପଞ୍ଚାମ ପର୍ଯ୍ୟାୟ ବିଧାନସଭା ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପ୍ରଥମ ପର୍ଯ୍ୟାୟ ମତଦାନ ନିମନ୍ତେ ବାକି ଥିବା ଜୟପୁର, ଚିତ୍ରକୋଣ୍ଡା ଆସନ ପାଇଁ ବି ପ୍ରାର୍ଥୀ ଘୋଷଣା ହୋଇଛି। ନବୀନ ହିଞ୍ଜିଳି ସହ କଣ୍ଟାବାଞ୍ଜିରେ ଲଢିବା ନେଇ ଘୋଷଣା କରିବା ପରେ ରାଜ୍ୟରେ ସାଧାରଣ ନିର୍ବାଚନ ପରେ ଆଉ ଏକ ଉପନିର୍ବାଚନ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ପଶ୍ଚିମ ଓ ଭୋଟକୁ ହାତେଇବା ପାଇଁ ବିଜେଡି ଏହି ରଣନୀତି ପ୍ରସ୍ତୁତ କରିଛି। ଦଳର ଜଣେ ଆଗ ଧାଡିର ନେତ୍ରୀଙ୍କୁ ସେଠାରେ ଥଇଥାନ କରିବା ପାଇଁ ବିଜେଡି ଏହି କାର୍ଡ ଖେଳିଥିବା ଚର୍ଚ୍ଚା ହେଉଛି। ତେବେ କଣ୍ଟାବାଞ୍ଜିରୁ ଭାଜପା ପ୍ରାର୍ଥୀ ହୋଇଥିବା ଲଷ୍ମଣ ବାଗ୍ ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେବେ।
The post ପଶ୍ଚିମ ଓଡ଼ିଶାରେ ନବୀନଙ୍କୁ ଟକ୍କର ଦେବେ ଲଷ୍ମଣ appeared first on Dharitri Odia News.