ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ। ତାଙ୍କ କପାଳରେ ଗଭୀର ଆଘତ ଲାଗିଛି। ରକ୍ତ ଧାର ବହି ଆସୁଥିବା ଦେଖିବାକୁ ମିଳିଛି। କପାଳର ମଧ୍ୟଭାଗରେ କଟା ଚିହ୍ନ ରହିଛି। ମମତାଙ୍କ ଆହତ ବେଳର ଫଟୋ ଟ୍ବିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛି ଟିଏମସି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିଦି ତାଙ୍କ ଘରେ ଆହତ ହୋଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି। କୋଲକାତା SSKM ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ତାଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ […] The post ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ appeared first on KNews Odisha.

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ
mamata

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ। ତାଙ୍କ କପାଳରେ ଗଭୀର ଆଘତ ଲାଗିଛି। ରକ୍ତ ଧାର ବହି ଆସୁଥିବା ଦେଖିବାକୁ ମିଳିଛି। କପାଳର ମଧ୍ୟଭାଗରେ କଟା ଚିହ୍ନ ରହିଛି। ମମତାଙ୍କ ଆହତ ବେଳର ଫଟୋ ଟ୍ବିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛି ଟିଏମସି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିଦି ତାଙ୍କ ଘରେ ଆହତ ହୋଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି। କୋଲକାତା SSKM ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ତାଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ ଦଳ ପକ୍ଷରୁ ନିବେଦନ କରାଯାଛି।

The post ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ appeared first on KNews Odisha.