ପହଞ୍ଚି ପାରୁନି ପିଇବା ପାଣି, ହନ୍ତସନ୍ତ ଜନତା

ଗାଁରେ ବସୁଧା ଯୋଜନାରେ ପାଣିଟାଙ୍କି ବସିଛି l ହେଲେ ଘରେ ଘରେ ପହଞ୍ଚି ପାରୁନି ପିଇବା ପାଣି l ଖରାଦିନ ହୋଇଥିବା ବେଳେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ l