ପହଣ୍ଡି ବିଜେ ଅଘଟଣକୁ ନେଇ ବିଜେଡି ରଖିଲା ପ୍ରତିକ୍ରିୟା, କହିଲା ଏଭଳି ଘଟଣା…

ଭୁବନେଶ୍ୱର,୧୦।୭: ବଳଭଦ୍ରଙ୍କ ପହଣ୍ଡି ବିଜେ ବେଳେ ଅଘଟଣକୁ ନେଇ ବିଜେଡି କଡ଼ା ପ୍ରତିକ୍ରିୟା ଦେଇଛି। ବିଜେଡି ନେତ୍ରୀ ସୁଲୋଚନା ଦାସ କହିଛନ୍ତି, ଏଭଳି ଘଟଣା ଘଟିବା ଲଜ୍ଜାଜନକ। ‘ପହଣ୍ଡି ବିଜେ ବେଳେ ଅଘଟଣ ଘଟିବା ଅକ୍ଷମଣୀୟ। ଯାହାକୁ ନେଇ ସମସ୍ତେ ବ୍ୟଥିତ, ଦୁଃଖିତ ଓ ମର୍ମାହତ ହୋଇପଡ଼ିଛନ୍ତି। ଏଭଳି ଘଟଣା ପାଇଁ ଜଗନ୍ନାଥପ୍ରେମୀ କାନ୍ଦୁଛନ୍ତି। ଶ୍ରୀକ୍ଷେତ୍ରରେ ଆଡ଼ପ ପହଣ୍ଡି ବେଳେ ଖସି ପଡିଥିଲେ ବଡ଼ ଠାକୁର ବଳଭଦ୍ର। ପହଣ୍ଡିରେ ସାମିଲ ହୋଇଥିବା କେତେକ ସେବାୟତ ଆହତ ହୋଇଛି। […] The post ପହଣ୍ଡି ବିଜେ ଅଘଟଣକୁ ନେଇ ବିଜେଡି ରଖିଲା ପ୍ରତିକ୍ରିୟା, କହିଲା ଏଭଳି ଘଟଣା… appeared first on Dharitri Odia News.

ପହଣ୍ଡି ବିଜେ ଅଘଟଣକୁ ନେଇ ବିଜେଡି ରଖିଲା ପ୍ରତିକ୍ରିୟା, କହିଲା ଏଭଳି ଘଟଣା…

ଭୁବନେଶ୍ୱର,୧୦।୭: ବଳଭଦ୍ରଙ୍କ ପହଣ୍ଡି ବିଜେ ବେଳେ ଅଘଟଣକୁ ନେଇ ବିଜେଡି କଡ଼ା ପ୍ରତିକ୍ରିୟା ଦେଇଛି। ବିଜେଡି ନେତ୍ରୀ ସୁଲୋଚନା ଦାସ କହିଛନ୍ତି, ଏଭଳି ଘଟଣା ଘଟିବା ଲଜ୍ଜାଜନକ। ‘ପହଣ୍ଡି ବିଜେ ବେଳେ ଅଘଟଣ ଘଟିବା ଅକ୍ଷମଣୀୟ। ଯାହାକୁ ନେଇ ସମସ୍ତେ ବ୍ୟଥିତ, ଦୁଃଖିତ ଓ ମର୍ମାହତ ହୋଇପଡ଼ିଛନ୍ତି। ଏଭଳି ଘଟଣା ପାଇଁ ଜଗନ୍ନାଥପ୍ରେମୀ କାନ୍ଦୁଛନ୍ତି।

ଶ୍ରୀକ୍ଷେତ୍ରରେ ଆଡ଼ପ ପହଣ୍ଡି ବେଳେ ଖସି ପଡିଥିଲେ ବଡ଼ ଠାକୁର ବଳଭଦ୍ର। ପହଣ୍ଡିରେ ସାମିଲ ହୋଇଥିବା କେତେକ ସେବାୟତ ଆହତ ହୋଇଛି। ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏ ଦୁଃଖପ୍ରକାଶ କରିଛନ୍ତି।

The post ପହଣ୍ଡି ବିଜେ ଅଘଟଣକୁ ନେଇ ବିଜେଡି ରଖିଲା ପ୍ରତିକ୍ରିୟା, କହିଲା ଏଭଳି ଘଟଣା… appeared first on Dharitri Odia News.