ପହଲଗାମ୍ ହମଲା ଜବାବରେ ଭାରତର ବଡ଼ ଆକ୍ସନ ତୟାରି
ପହଲଗାମ୍ ଆତଙ୍କୀ ନରସଂହାର ଜବାବରେ କିଛି ଗୋଟେ ବଡ଼ ହେବ, ଖୁବଶୀଘ୍ର ହେବ । ଇଏ ତାର ଚାରି ବଡ଼ ସଂକେତ- ସୀମାରେ ସମରସଜ୍ଜା, ବଙ୍କର ପ୍ରସ୍ତୁତି...ସମୁଦ୍ରରେ ସମରାଭ୍ୟାସ, ଆଣ୍ଟି ସିପ୍ ମିଜାଇଲ୍ ଟେଷ୍ଟ୍...ନୌସେନାକୁ ରାଫେଲ୍ ବଳ ଦେବାକୁ ବଡ଼ ଡିଲ୍...ଆଉ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କ ରୁଦ୍ଧଦ୍ବାର ବୈଠକ ।