ପହିଲାରୁ ସିଭି ଦର ବଢ଼ାଇବ ଟାଟା ମୋଟର୍ସ

ଭୁବନେଶ୍ୱର,୮।୩: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ ଯାନ ନିର୍ମାତା ଟାଟା ମୋଟର୍ସର ବାଣିଜ୍ୟକ ଯାନ (କମର୍ସିଆଲ ଭେହିକଲ ବା ସିଭି)ର ଦର ପ୍ରାୟ ୨% ବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୪ ଏପ୍ରିଲ ୧ରୁ ସିଭି ଯାନ ଉପରେ ନୂଆ ଦର ଲାଗୁ ହେବ ବୋଲି ଗୁରୁବାର କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। The post ପହିଲାରୁ ସିଭି ଦର ବଢ଼ାଇବ ଟାଟା ମୋଟର୍ସ appeared first on Dharitri Odia News.

ପହିଲାରୁ ସିଭି ଦର ବଢ଼ାଇବ ଟାଟା ମୋଟର୍ସ

ଭୁବନେଶ୍ୱର,୮।୩: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ ଯାନ ନିର୍ମାତା ଟାଟା ମୋଟର୍ସର ବାଣିଜ୍ୟକ ଯାନ (କମର୍ସିଆଲ ଭେହିକଲ ବା ସିଭି)ର ଦର ପ୍ରାୟ ୨% ବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୪ ଏପ୍ରିଲ ୧ରୁ ସିଭି ଯାନ ଉପରେ ନୂଆ ଦର ଲାଗୁ ହେବ ବୋଲି ଗୁରୁବାର କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।

The post ପହିଲାରୁ ସିଭି ଦର ବଢ଼ାଇବ ଟାଟା ମୋଟର୍ସ appeared first on Dharitri Odia News.