ପାଇକମାଳ ପୋଲିସ୍କୁ ସଫଳତା, ୪ ଲକ୍ଷ ଟଙ୍କାର କଫ୍ ସିରଫ ଜବତ
ପଦ୍ମପୁର ୨୪/୦୬: ଚାରି ଲକ୍ଷ ଟଙ୍କ ମୂଲ୍ୟର କଫ୍ ସିରଫ ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଳା ପାଇକମାଲ ପୋଲିସ । ପଦ୍ମପୁର ଉପଖଣ୍ଡ ପାଇକମାଲ ପୋଲିସ ପକ୍ଷରୁ ପାଇକମାଲ ପଦ୍ମପୁର ରାସ୍ତାରେ ପେଟ୍ରୋଲିଂ ସମୟରେ ଏକ ଲାଲ ରଙ୍ଗର କାରକୁ ଯାଂଚ କରିଥିଲେ ଓ ସେହି କାରରୁ ନଅ ଗୋଟି କାର୍ଟୁନରେ ୧୩୪୯ ଗୋଟି କଫ ସିରଫ ପ୍ୟାକ ହୋଇ ଚାଲାଣ ହେଉଥିଲା । ଯାହାର ଆନୁମାନିକ ମୂଲ୍ୟ ଚାରି ଲକ୍ଷ ଟଙ୍କା । ଏହି ଚୋରା ଚାଲାଣ ମାମଲରେ ପାଇକମାଲ ପୋଲିସ ଏକ ମାମଲା ରୁଜୁ କରି ଗୋଇବାହାଲି ଗାଁର ଦିନେଶ ସାହୁ ଓ ବରଗଡ ୱାର୍ଡ ନମ୍ବର ୧୩ ର ଯୋଗେଶ୍ୱର ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ପଦ୍ମପୁର ୨୪/୦୬: ଚାରି ଲକ୍ଷ ଟଙ୍କ ମୂଲ୍ୟର କଫ୍ ସିରଫ ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଳା ପାଇକମାଲ ପୋଲିସ । ପଦ୍ମପୁର ଉପଖଣ୍ଡ ପାଇକମାଲ ପୋଲିସ ପକ୍ଷରୁ ପାଇକମାଲ ପଦ୍ମପୁର ରାସ୍ତାରେ ପେଟ୍ରୋଲିଂ ସମୟରେ ଏକ ଲାଲ ରଙ୍ଗର କାରକୁ ଯାଂଚ କରିଥିଲେ ଓ ସେହି କାରରୁ ନଅ ଗୋଟି କାର୍ଟୁନରେ ୧୩୪୯ ଗୋଟି କଫ ସିରଫ ପ୍ୟାକ ହୋଇ ଚାଲାଣ ହେଉଥିଲା ।
ଯାହାର ଆନୁମାନିକ ମୂଲ୍ୟ ଚାରି ଲକ୍ଷ ଟଙ୍କା । ଏହି ଚୋରା ଚାଲାଣ ମାମଲରେ ପାଇକମାଲ ପୋଲିସ ଏକ ମାମଲା ରୁଜୁ କରି ଗୋଇବାହାଲି ଗାଁର ଦିନେଶ ସାହୁ ଓ ବରଗଡ ୱାର୍ଡ ନମ୍ବର ୧୩ ର ଯୋଗେଶ୍ୱର ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।