ପାଉଁରୁଟି ଫ୍ୟାକ୍ଟ୍ରି ଲାଇସେନ୍ସ ନବୀକରଣ ପାଇଁ ନେଉଥିଲେ ଲାଞ୍ଚ, ମାଡି ବସିଲା ଭିଜିଲାନ୍ସ ଟିମ୍

କେନ୍ଦ୍ରାପଡା ୧।୧୦: ରାସ୍ତା କଡରେ ଲାଞ୍ଚ ଟଙ୍କା ନେଉଥିଲେ ଅଧିକାରୀ l କିନ୍ତୁ ଲୋକ ଭିଡରେ ଛକିଥିଲା ଭିଜିଲାନ୍ସ  l ଠିକ୍ ଟଙ୍କା ଦେଣନେଣ ବେଳେ ଲାଞ୍ଚୁଆ ଅଧିକାରୀଙ୍କୁ ଲାଞ୍ଚ ଟଙ୍କା ସହ ମାଡିବସିଲା ଭିଜିଲାନ୍ସ l କେନ୍ଦ୍ରାପଡା କଲେଜ ଛକରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ l ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ବିଭାସ ମଜୁମଦାର l ନିଜ ପାଉଁରୁଟି ଫ୍ଯାକ୍ଟ୍ରି ଲାଇସେନ୍ସ ନବୀକରଣ ପାଇଁ ସଞ୍ଜୟ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ଖାଦ୍ୟ ସୁରକ୍ଷା ଅଧିକାରୀ ବିଭାସ ମଜୁମଦାର ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ l ତେବେ ଟଙ୍କା ନେବା ପାଇଁ ଅଧିକାରୀ ରାସ୍ତା କଡରେ ଛିଡା ହୋଇ ସଞ୍ଜୟଙ୍କୁ ଅପେକ୍ଷା କରିଥିଲେ l ଲାଞ୍ଚ ଟଙ୍କା ନେବାବେଳେ ଭିଜିଲାନ୍ସ ବିଭାସଙ୍କୁ କାବୁ କରି ନେଇଥିଲେ  lYou Can Read:ଭଦ୍ରକ ହିଂସା ଘଟଣାର ସମୀକ୍ଷା କଲେ ଡିଜିପି, ସୋସିଆଲ ମିଡ଼ିଆରେ ଆପତ୍ତିଜନକ ପୋଷ୍ଟ ଦେଖି ପୋଲିସକୁ ଜଣାଇବାକୁ ଅପିଲ୍ 

ପାଉଁରୁଟି ଫ୍ୟାକ୍ଟ୍ରି ଲାଇସେନ୍ସ ନବୀକରଣ ପାଇଁ ନେଉଥିଲେ ଲାଞ୍ଚ, ମାଡି ବସିଲା ଭିଜିଲାନ୍ସ ଟିମ୍

କେନ୍ଦ୍ରାପଡା ୧।୧୦: ରାସ୍ତା କଡରେ ଲାଞ୍ଚ ଟଙ୍କା ନେଉଥିଲେ ଅଧିକାରୀ l କିନ୍ତୁ ଲୋକ ଭିଡରେ ଛକିଥିଲା ଭିଜିଲାନ୍ସ  l ଠିକ୍ ଟଙ୍କା ଦେଣନେଣ ବେଳେ ଲାଞ୍ଚୁଆ ଅଧିକାରୀଙ୍କୁ ଲାଞ୍ଚ ଟଙ୍କା ସହ ମାଡିବସିଲା ଭିଜିଲାନ୍ସ l କେନ୍ଦ୍ରାପଡା କଲେଜ ଛକରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ l ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ବିଭାସ ମଜୁମଦାର l ନିଜ ପାଉଁରୁଟି ଫ୍ଯାକ୍ଟ୍ରି ଲାଇସେନ୍ସ ନବୀକରଣ ପାଇଁ ସଞ୍ଜୟ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ଖାଦ୍ୟ ସୁରକ୍ଷା ଅଧିକାରୀ ବିଭାସ ମଜୁମଦାର ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ l ତେବେ ଟଙ୍କା ନେବା ପାଇଁ ଅଧିକାରୀ ରାସ୍ତା କଡରେ ଛିଡା ହୋଇ ସଞ୍ଜୟଙ୍କୁ ଅପେକ୍ଷା କରିଥିଲେ l ଲାଞ୍ଚ ଟଙ୍କା ନେବାବେଳେ ଭିଜିଲାନ୍ସ ବିଭାସଙ୍କୁ କାବୁ କରି ନେଇଥିଲେ  l

You Can Read:

ଭଦ୍ରକ ହିଂସା ଘଟଣାର ସମୀକ୍ଷା କଲେ ଡିଜିପି, ସୋସିଆଲ ମିଡ଼ିଆରେ ଆପତ୍ତିଜନକ ପୋଷ୍ଟ ଦେଖି ପୋଲିସକୁ ଜଣାଇବାକୁ ଅପିଲ୍