ପାକ ବାଣ୍ଟୁଛି ସିନ୍ଦୂର ରିଲିଫ୍

#ପାକ୍_ବାଣ୍ଟୁଛି_ସିନ୍ଦୂର_ରିଲିଫ୍ ଏବେ ପ୍ରୋବେସନରେ ପାକିସ୍ତାନ। ନିଜେ ସୁଧୁରିଯାଉ, ନହେଲେ ସୁଧାରିଦେବୁ। ଭୁଜ୍ ଏୟାରବେସରୁ ପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପୁଣି ଦେଇଛନ୍ତି କଡ଼ା ଚେତାବନୀ। କହିଛନ୍ତି, ବିଶ୍ବ ଟ୍ରେଲର୍ ଦେଖିଛି, ପୂରା ଫିଲ୍ମ ଏବେବି ବାକି ଅଛି।

ପାକ ବାଣ୍ଟୁଛି ସିନ୍ଦୂର ରିଲିଫ୍
Array