ପାକିସ୍ତାନ କରିବ କି ସରେଣ୍ଡର ?

#ପାକିସ୍ତାନ_ବିଚଳିତ #କରିବ_କି_ସରେଣ୍ଡର ? ଇଟାର ଜବାବ ପଥରରେ । ଗୁଳିର ଜବାବ ମିସାଇଲ୍‌ ରେ । ଭାରତକୁ ନଜର ପକାଇବାର ଜବାବ ଏୟାର ଷ୍ଟ୍ରାଇକ୍‌ରେ । ସମୟ, ବିଳମ୍ବିତ ରାତି ଗୋଟାଏ ୫୪ ମିନିଟ । ୧୪ ଦିନର ପ୍ରତିଶୋଧର ନିଆଁରେ ଜଳି ଜଳି ଭାରତ ଝରାଇଲା ଆତଙ୍କବାଦୀଙ୍କ ରକ୍ତ । ଛାରଖାର କଲା ଆତଙ୍କବାଦୀଙ୍କ ଆଡ୍ଡା ।

ପାକିସ୍ତାନ କରିବ କି ସରେଣ୍ଡର ?
Array