Illegal Snake Dance in Wedding: ନିୟମକୁ ଖୋଲାଖୋଲି ଉଲ୍ଲଘଂନ, ରାସ୍ତା ଉପରେ ନାଗ ସାପକୁ ଧରି କଲେ ନାଗିନ୍ ଡ୍ୟାନ୍ସ

ବନ୍ୟପ୍ରାଣୀ ଆଇନକୁ ଖୋଲାଖୋଲି ଉଲ୍ଲଘଂନ କରି ଏଠି ନାଗ ସାପକୁ ନିଜ ମନୋରଞ୍ଜନ ପାଇଁ ବ୍ୟବହାର କରିଛନ୍ତି। ଘଟଣାକୁ ଲୋକେ ଦେଖୁଥିଲେ ବି କେହି ଆକଟ କରୁନଥିଲେ । ଘଣ୍ଟା ଘଣ୍ଟା ଧରି ଏପରି ଚାଲିବା ପରେ ଶେଷରେ ବନ ବିଭାଗ ଆସି ନାଗ ସାପକୁ ଉଦ୍ଧାର କରିଛି ।

Illegal Snake Dance in Wedding: ନିୟମକୁ ଖୋଲାଖୋଲି ଉଲ୍ଲଘଂନ, ରାସ୍ତା ଉପରେ ନାଗ ସାପକୁ ଧରି କଲେ ନାଗିନ୍ ଡ୍ୟାନ୍ସ
Array