Kangaroo Court: ଭୁଲ କଲା କିଏ ଆଉ ଶାସ୍ତି ଭୋଗୁଛି କିଏ ?
ଗାଁରୁ ବିତାଡ଼ିତ କରିବା ପରେ ବୃଦ୍ଧ ବାପା ମା ଓ ୫ ଝିଅଙ୍କୁ ଧରି ଅତି ଦୁଃଖ ଆଉ ଯନ୍ତ୍ରଣା ଭିତରେ ବାର ଦୁଆର ବୁଲି ଏକପ୍ରକାର ଭିକ୍ଷା ବୃତ୍ତି କରି ଚଳୁଛନ୍ତି ପୂରା ପରିବାର। ସେପଟେ ସ୍ଥାନୀୟ ଜନପ୍ରତିନିଧି, ପୋଲିସ ଓ ପ୍ରଶାସନର ଉଦାସୀନତା, ସେମାନଙ୍କ କଟା ଘାରେ ଚୂନ ଭଳି ହୋଇଛି।