ଗୁଜୁରାଟ-ହାଇଦ୍ରାବାଦ ମ୍ୟାଚ୍ରେ ହଙ୍ଗାମା...ଅମ୍ପାୟାରଙ୍କ ସହ ଦୁଇ ଥର ଝଗଡା କଲେ GT ଅଧିନାୟକ
ନୂଆଦିଲ୍ଲୀ ୦୩/୦୫: ଶୁକ୍ରବାର ଆଇପିଏଲ୍ରେ ଥିଲା ହାଇଦ୍ରାବାଦ ଗୁଜୁରାଟ ଟାଇଟନ୍ସ ମୁକାବିଲା । ଏହି ହାଇସ୍କୋରିଂ ମ୍ୟାଚରେ ୩୮ ରନରେ ଜିତିଛି ଗୁଜୁରାଟ । ଗୁଜୁରାଟର ତିନି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କ ଦମଦାର ବ୍ୟାଟିଂ ଫଳରେ ଦଳ କରିଥିଲା ୨୨୪ ରନ କରିଥିଲା । ତେବେ ଏହି ମ୍ୟାଚରେ ଆଗ୍ରେସିଭ୍ ମୁଡରେ ନଜର ଆସିଥିଲେ ଅଧିନାୟକ ଶୁଭମନ ଗିଲ୍ । ଥରେ ନୁହେଁ ବରଂ ୨ ଦୁଇ ଥର ଅମ୍ପାୟାରଙ୍କ ଉପରେ ରାଗିଥିବା ନଜର ଆସିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।What's your take? ????✍????#ShubmanGill seen having a word with the umpire after being given out by the third umpire on a tight call! ????Watch the LIVE action ➡ https://t.co/RucOdyBVUf#IPLonJioStar ???? #GTvSRH | LIVE NOW on SS-1, SS- 1 Hindi & JioHotstar! pic.twitter.com/TPiALXJu8O— Star Sports (@StarSportsIndia) May 2, 2025ପ୍ରଥମେ ଯେତେବେଳେ ରନଆଉଟ ହୋଇ ଗିଲ୍ ପାଭିଲିୟନ ଫେରୁଥିଲେ ସେତେବେଳେ ପ୍ରଥମେ ସେ ବିରକ୍ତ ଥିବା ଭଳି ଦେଖା ଦେଇଥିଲେ । ଏହା ୧୩ତମ ଘଟିଥିଲା ଓଭରରେ । ସେ ରନ ଆଉଟ୍ ହୋଇଥିବାବେଳେ ଏଭଳି ଲାଗୁଥିଲା କି, ପ୍ରଥମେ ଗ୍ଲୋବସ ବାଜିଛି । ପରେ ଟିଭି ଅମ୍ପାୟାର ଏହାକୁ ରନ ଆଉଟ୍ ଦେଇଥିଲେ । ଏହାପରେ ସେ ଶାନ୍ତ ହୋଇଥିଲେ । Chaos at the
ନୂଆଦିଲ୍ଲୀ ୦୩/୦୫: ଶୁକ୍ରବାର ଆଇପିଏଲ୍ରେ ଥିଲା ହାଇଦ୍ରାବାଦ ଗୁଜୁରାଟ ଟାଇଟନ୍ସ ମୁକାବିଲା । ଏହି ହାଇସ୍କୋରିଂ ମ୍ୟାଚରେ ୩୮ ରନରେ ଜିତିଛି ଗୁଜୁରାଟ । ଗୁଜୁରାଟର ତିନି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କ ଦମଦାର ବ୍ୟାଟିଂ ଫଳରେ ଦଳ କରିଥିଲା ୨୨୪ ରନ କରିଥିଲା । ତେବେ ଏହି ମ୍ୟାଚରେ ଆଗ୍ରେସିଭ୍ ମୁଡରେ ନଜର ଆସିଥିଲେ ଅଧିନାୟକ ଶୁଭମନ ଗିଲ୍ । ଥରେ ନୁହେଁ ବରଂ ୨ ଦୁଇ ଥର ଅମ୍ପାୟାରଙ୍କ ଉପରେ ରାଗିଥିବା ନଜର ଆସିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
What's your take? ????✍????#ShubmanGill seen having a word with the umpire after being given out by the third umpire on a tight call! ????
Watch the LIVE action ➡ https://t.co/RucOdyBVUf#IPLonJioStar ???? #GTvSRH | LIVE NOW on SS-1, SS- 1 Hindi & JioHotstar! pic.twitter.com/TPiALXJu8O— Star Sports (@StarSportsIndia) May 2, 2025
ପ୍ରଥମେ ଯେତେବେଳେ ରନଆଉଟ ହୋଇ ଗିଲ୍ ପାଭିଲିୟନ ଫେରୁଥିଲେ ସେତେବେଳେ ପ୍ରଥମେ ସେ ବିରକ୍ତ ଥିବା ଭଳି ଦେଖା ଦେଇଥିଲେ । ଏହା ୧୩ତମ ଘଟିଥିଲା ଓଭରରେ । ସେ ରନ ଆଉଟ୍ ହୋଇଥିବାବେଳେ ଏଭଳି ଲାଗୁଥିଲା କି, ପ୍ରଥମେ ଗ୍ଲୋବସ ବାଜିଛି । ପରେ ଟିଭି ଅମ୍ପାୟାର ଏହାକୁ ରନ ଆଉଟ୍ ଦେଇଥିଲେ । ଏହାପରେ ସେ ଶାନ୍ତ ହୋଇଥିଲେ ।
Chaos at the centre! ????#ShubmanGill and #AbhishekSharma in discussion with the umpires!
A review going #SRH’s way has sparked some serious drama! ????
Watch the LIVE action ➡ https://t.co/RucOdyBo4H#IPLonJioStar ???? #GTvSRH | LIVE NOW on Star Sports 1, Star Sports 1 Hindi, &… pic.twitter.com/KX68eec2ZB— Star Sports (@StarSportsIndia) May 2, 2025
ସେହିପରି ଦ୍ୱିତୀୟ ଥର ଗୁଜରାଟ ବୋଲିଂ ସମୟରେ ମଧ୍ୟ ଗିଲ୍ ବିରକ୍ତିଭାବ ପ୍ରକାଶ କରିଥିଲେ । ପ୍ରସିଦ୍ଧ କ୍ରିଷ୍ଣାଙ୍କ ଏକ ଫୁଲଟସ୍ ବଲଟି ଅଭିଶେକ ଶର୍ମାଙ୍କ ପ୍ୟାଡରେ ବାଜିଥିଲା । ଆଉ ଅମ୍ପାୟାର ଏହାକୁ ଆଉଟ୍ ଦେଇନଥିଲେ । ଯାହାକୁ ନେଇ ରାଗି ଯାଇଥିଲେ ଗିଲ୍ । ସେ ଅମ୍ପାୟାରଙ୍କ ସହ ଯୁକ୍ତି କରିଥିବା ଦେଖିବାକୁ ମିଳିଥିଲା ।