ପାକିସ୍ତାନ ପାଇଁ କରୁଥିଲେ ଗୁପ୍ତଚରୀ: ପଞ୍ଜାବରୁ ୨ଜଣଙ୍କୁ ଧରିଲା ପୋଲିସ

ଚଣ୍ଡିଗଡ଼,୧୧।୫: ପାକିସ୍ତାନ ପାଇଁ ଗୁପ୍ତଚରୀ କାର୍ଯ୍ୟ କରୁଥିବା ଅଭିଯୋଗରେ ପଞ୍ଜାବର ମେଲରକୋଟିଆ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏନେଇ ‘ଏକ୍ସ’ରେ ସୂଚନା ଦେଇଛନ୍ତି ପଞ୍ଜାବ ଡିଜିପି। ଅନ୍ୟପକ୍ଷେ ଗିରଫ ୨ ଅଭିଯୁକ୍ତ ନୂଆଦିଲ୍ଲୀରେ ପାକିସ୍ତାନ ଦୂତାବାସ କର୍ମଚାରୀଙ୍କ ଲିଙ୍କରେ ଥିବା ଜଣାପଡିଛି। ଏପରିକି ଗିରଫ ୨ ଅଭିଯୁକ୍ତ ଭାରତୀୟ ସେନାର ଗତିବିଧି ଉପରେ ପାକିସ୍ତାନକୁ ଜଣାଉଥିବା ଅଭିଯୋଗ ହୋଇଛି। ଏନେଇ ସେମାନେ ଅନ୍‌ଲାଇନ ମାଧ୍ୟମରେ ଲାଞ୍ଚ ନେଇଥିବା ଡିଜିପି ସୂଚନା ଦେଇଛନ୍ତି। The post ପାକିସ୍ତାନ ପାଇଁ କରୁଥିଲେ ଗୁପ୍ତଚରୀ: ପଞ୍ଜାବରୁ ୨ଜଣଙ୍କୁ ଧରିଲା ପୋଲିସ appeared first on Dharitri Odia News.

ପାକିସ୍ତାନ ପାଇଁ କରୁଥିଲେ ଗୁପ୍ତଚରୀ: ପଞ୍ଜାବରୁ ୨ଜଣଙ୍କୁ ଧରିଲା ପୋଲିସ

ଚଣ୍ଡିଗଡ଼,୧୧।୫: ପାକିସ୍ତାନ ପାଇଁ ଗୁପ୍ତଚରୀ କାର୍ଯ୍ୟ କରୁଥିବା ଅଭିଯୋଗରେ ପଞ୍ଜାବର ମେଲରକୋଟିଆ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏନେଇ ‘ଏକ୍ସ’ରେ ସୂଚନା ଦେଇଛନ୍ତି ପଞ୍ଜାବ ଡିଜିପି।

ଅନ୍ୟପକ୍ଷେ ଗିରଫ ୨ ଅଭିଯୁକ୍ତ ନୂଆଦିଲ୍ଲୀରେ ପାକିସ୍ତାନ ଦୂତାବାସ କର୍ମଚାରୀଙ୍କ ଲିଙ୍କରେ ଥିବା ଜଣାପଡିଛି। ଏପରିକି ଗିରଫ ୨ ଅଭିଯୁକ୍ତ ଭାରତୀୟ ସେନାର ଗତିବିଧି ଉପରେ ପାକିସ୍ତାନକୁ ଜଣାଉଥିବା ଅଭିଯୋଗ ହୋଇଛି। ଏନେଇ ସେମାନେ ଅନ୍‌ଲାଇନ ମାଧ୍ୟମରେ ଲାଞ୍ଚ ନେଇଥିବା ଡିଜିପି ସୂଚନା ଦେଇଛନ୍ତି।

The post ପାକିସ୍ତାନ ପାଇଁ କରୁଥିଲେ ଗୁପ୍ତଚରୀ: ପଞ୍ଜାବରୁ ୨ଜଣଙ୍କୁ ଧରିଲା ପୋଲିସ appeared first on Dharitri Odia News.