ପାକିସ୍ତାନ ବନିଥିଲା ବୋକା

ଆକ୍ରମଣ ପୂର୍ବରୁ ପାକିସ୍ତାନକୁ ବକରା ବନେଇଥିଲା ଭାରତ। ପାକିସ୍ତାନୀ ଆକାଶରେ ଉଡ଼ିଥିଲା ଭାରତର ଡମି ବିମାନ। ତାପରେ ହଠାତ୍ ପାକିସ୍ତାନ ଛାତିକୁ ଭେଦି ତାଣ୍ଡବ ରଚିଥିଲା ୧୫ଟି ବ୍ରହ୍ମୋସ୍ ମିସାଇଲ୍ ।

ପାକିସ୍ତାନ ବନିଥିଲା ବୋକା
Array