ବିନାଶ ନୁହେଁ ଏଥର ମହାବିନାଶ

ପାକିସ୍ତାନଙ୍କୁ ମୋଦିଙ୍କ ପୁଣି ଧମକ । ଆତଙ୍କୀଙ୍କୁ ସାହାଯ୍ୟ କଲେ ଘରେ ପଶି ମାରିବୁ । ଆତଙ୍କୀ ହମଲା କଲେ ଆମେ ଆମ ହିସାବରେ, ଆମ ସର୍ତ୍ତରେ ଗୋଡେଇ ଗୋଡେଇ ମାରିବୁ ।

ବିନାଶ ନୁହେଁ ଏଥର ମହାବିନାଶ
Array