ପାକିସ୍ତାନକୁ ଭାରତର କଡ଼ା ଜବାବ, ଜମ୍ମୁ କଶ୍ମୀରର LOCରେ ବର୍ଷୁଛି ଗୁଳି
ଭାରତ-ପାକ ଉର୍ତ୍ତେଜନା ମଧ୍ୟରେ LOCରେ ବର୍ଷୁଛି ଗୁଳି । ଏକାଧିକ ପାକିସ୍ତାନୀ ପୋଷ୍ଟରୁ ଗୁଳିମାଡ଼ ହେଉଛି । ଗତକାଲି ରାତିସାରା ଏଲଓସିର ସୁନ୍ଦରବାନୀ, ଅଖନୁର ସେକ୍ଟରରେ ବିଭିନ୍ନ ସ୍ଥାନରୁ ଗୁଳିମାଡ଼ ହେଉଛି । ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଦୁଇ ଦେଶ ମଧ୍ୟରେ ଟେନସନ୍ ବଢ଼ୁଥିବା ବେଳେ ଅଶାନ୍ତ ହୋଇଛି ଏଲଓସି । ପାକିସ୍ତାନ ସେନାର ଘନଘନ ଗୁଳିମାଡ଼ କରୁଛି । ଏହାର ମୁହଁତୋଡ଼ ଜବାବ ଦେଉଛି ଭାରତ । ଭାରତୀୟ ଯବାନ ପାଲଟା ଗୁଳି ବର୍ଷା […] The post ପାକିସ୍ତାନକୁ ଭାରତର କଡ଼ା ଜବାବ, ଜମ୍ମୁ କଶ୍ମୀରର LOCରେ ବର୍ଷୁଛି ଗୁଳି appeared first on KNews Odisha.

ଭାରତ-ପାକ ଉର୍ତ୍ତେଜନା ମଧ୍ୟରେ LOCରେ ବର୍ଷୁଛି ଗୁଳି । ଏକାଧିକ ପାକିସ୍ତାନୀ ପୋଷ୍ଟରୁ ଗୁଳିମାଡ଼ ହେଉଛି । ଗତକାଲି ରାତିସାରା ଏଲଓସିର ସୁନ୍ଦରବାନୀ, ଅଖନୁର ସେକ୍ଟରରେ ବିଭିନ୍ନ ସ୍ଥାନରୁ ଗୁଳିମାଡ଼ ହେଉଛି । ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଦୁଇ ଦେଶ ମଧ୍ୟରେ ଟେନସନ୍ ବଢ଼ୁଥିବା ବେଳେ ଅଶାନ୍ତ ହୋଇଛି ଏଲଓସି ।
ପାକିସ୍ତାନ ସେନାର ଘନଘନ ଗୁଳିମାଡ଼ କରୁଛି । ଏହାର ମୁହଁତୋଡ଼ ଜବାବ ଦେଉଛି ଭାରତ । ଭାରତୀୟ ଯବାନ ପାଲଟା ଗୁଳି ବର୍ଷା କରୁଛନ୍ତି । ଗତ ୨୨ ତାରିଖ ପରେ ଆଶନ୍ତ ହୋଇ ଉଠିଛି ଏଲଓସି । ଲଗାତାର ଛଅ ଦିନ ହେଲା ଅସ୍ତ୍ରବିରତି ଉଲଂଘନ କରିଆସୁଛି ଇସଲାମାବାଦ ।
Also read: ଜମ୍ମୁ କଶ୍ମୀରର LOCରେ ବର୍ଷୁଛି ଗୁଳି, ଭାରତୀୟ ଯବାନଙ୍କ ପାଲଟା ଗୁଳି ବର୍ଷା
The post ପାକିସ୍ତାନକୁ ଭାରତର କଡ଼ା ଜବାବ, ଜମ୍ମୁ କଶ୍ମୀରର LOCରେ ବର୍ଷୁଛି ଗୁଳି appeared first on KNews Odisha.