ପାକିସ୍ତାନକୁ ସମର୍ଥନ ତୁର୍କୀକୁ ପଡିବ ମହଙ୍ଗା
ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନକୁ ସମର୍ଥନ ତୁର୍କୀକୁ ପଡିବ ମହଙ୍ଗା। ତୁର୍କୀ ସହ ବ୍ୟବସାୟ ବନ୍ଦ କରିବାକୁ ନେଇ ପ୍ରତିବାଦ... The post ପାକିସ୍ତାନକୁ ସମର୍ଥନ ତୁର୍କୀକୁ ପଡିବ ମହଙ୍ଗା appeared first on .
ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନକୁ ସମର୍ଥନ ତୁର୍କୀକୁ ପଡିବ ମହଙ୍ଗା। ତୁର୍କୀ ସହ ବ୍ୟବସାୟ ବନ୍ଦ କରିବାକୁ ନେଇ ପ୍ରତିବାଦ ଅଭିଯାନ ଆରମ୍ଭ କରିଛନ୍ତି ଭାରତର ବିଭିନ୍ନ ବ୍ୟବସାୟିକ ସଂଗଠନ। ପୁଣି,ରାଜସ୍ଥାନ, ଗୁଜରାଟ ଭଳି ରାଜ୍ୟରେ ପ୍ରତିବାଦ ଜୋର ଧରିଛି। ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ତୁର୍କୀ ସମର୍ଥନ କରିଥିବାରୁ ତୁର୍କୀକୁ ବିଭିନ୍ନ କ୍ଷେତ୍ରରେ ବ୍ୟାପକ କ୍ଷତି ସହିବାକୁ ପଡିପାରେ। ପର୍ଯ୍ୟଟନ କ୍ଷେତ୍ର ଅନେକ ମାତ୍ରାରେ ପ୍ରଭାବିତ ହୋଇଛି। ତୁର୍କୀର ପ୍ରାୟ ୩୦ ହଜାର କୋଟିରୁ ଅଧିକ କ୍ଷତି ହେବା ଆକଳନ କରାଯାଉଛି।
The post ପାକିସ୍ତାନକୁ ସମର୍ଥନ ତୁର୍କୀକୁ ପଡିବ ମହଙ୍ଗା appeared first on .