ପାକିସ୍ତାନକୁ ସାହାଯ୍ୟ କଲା ଏବେ ୪ ପାଞ୍ଜିରୁ ଗଲା, ତୁର୍କୀର ଆପେଲ୍ ଖାଇବାକୁ ମନା କଲା ଭାରତ...
ତୁର୍କୀକୁ ମିଳିବନି ତ୍ରାହି... ଯେମିତି କର୍ମକୁ ସେମିତି ମିଳିବ ଫଳ । ତୁର୍କୀକୁ ମହଙ୍ଗା ପଡିବାରେ ଲାଗିଛି ପାକିସ୍ତାନ ପ୍ରେମ । ପାକିସ୍ତାନ ସହ ମିଶି ଭାରତ ଉପରେ ଆକ୍ରମଣ କରିବାକୁ ତୁର୍କୀ ଯେଉଁ ସାହାଯ୍ୟ କରିଥିଲା ତାର ଜବାବ ଦେଉଛି ଭାରତ..