ପାକିସ୍ତାନର ନିଶାନାରେ ଥିଲା ଗୋଲଡେନ୍ ଟେମ୍ପଲ

ମେ ୭-୮ ରାତିରେ ୫୪ବର୍ଷ ପରେ ଅନ୍ଧାର ହୋଇଥିଲା ସ୍ୱର୍ଣ୍ଣ ମନ୍ଦିର । ପଞ୍ଜାବ ଅମୃତସରରେ ଥିବା ଶିଖ୍ ସଂପ୍ରଦାୟର ଏହି ପ୍ରମୁଖ ଧର୍ମସ୍ଥଳୀକୁ ମିଜାଇଲ୍ ଓ ଡ୍ରୋନ୍ ଆଟାକ୍ କରିଥିଲା ପାକିସ୍ତାନ । ଅପରେସନ୍ ସିନ୍ଦୂରର ବଦଲା ଭାବେ ଭାରତରେ ସାଂପ୍ରଦାୟିକ ଅସ୍ଥିରତା ସୃଷ୍ଟି କରିବା ପାଇଁ ଚକ୍ରାନ୍ତ କରିଥିଲା ଶତ୍ରୁ। ତେବେ ଗୋଲଡେନ ଟେମ୍ପଲକୁ ଅଭେଦ୍ୟ କବଚରେ ଘୋଡ଼ାଇ, ପାକିସ୍ତାନର ସବୁ ଚାଲ୍ କୁ କେମିତି ପଣ୍ଡ କରିଥିଲା L-70 ଗନ୍ ଓ ଆକାଶ ମିଜାଇଲ୍, ତାର ଡେମୋ ଦେଖାଇଛି ଭାରତୀୟ ସେନା ।

ପାକିସ୍ତାନର ନିଶାନାରେ ଥିଲା ଗୋଲଡେନ୍ ଟେମ୍ପଲ
Array