ପାକିସ୍ତାନର ହଜିଲା ନିଦ, ପୁଣି ବାଜିବ ଯୁଦ୍ଧ ସାଇରନ୍
ଅପରେସନ୍ ସିଲ୍ଡରେ ସୀମାନ୍ତର ୫ ରାଜ୍ୟରେ ଆଜି ହେବ ଯୁଦ୍ଧାଭ୍ୟାସ। ଭାରତ ପୁଣି ଥରେ କରିବ ମକ୍ଡ୍ରିଲ। ଶତ୍ରୁ ପକ୍ଷର କୌଣସି ସମ୍ଭାବ୍ୟ ମୁକାବିଲା ପାଇଁ ହେବ ପ୍ରସ୍ତୁତି। ଶନିବାର ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସୀମାନ୍ତ ଅଞ୍ଚଳରେ ସିଭିଲ ଡିଫେନ୍ସ ଏକ୍ସରସାଇଜ୍ କରାଯିବ।