ପାକିସ୍ତାନର ହଜିଲା ନିଦ! ଭାରତୀୟ ବାୟୁସେନାକୁ ଜୁଲାଇରେ ମିଳିବ ପ୍ରଥମ ତେଜସ-MK1A ଫାଇଟର ଜେଟ

ନୂଆଦିଲ୍ଲୀ,୧୭।୫: ପୂର୍ବ ଅପେକ୍ଷା ଭାରତୀୟ ବାୟୁସେନା ଅଧିକ ଶକ୍ତିଶାଳୀ ହେଉଛି। ଆଗାମୀ ଦିନରେ ବାୟୁସେନାର ଶକ୍ତିରେ ଅତୁଳନୀୟ ବୃଦ୍ଧି ଘଟିବ। ଜୁଲାଇ ସୁଦ୍ଧା ପ୍ରଥମ ତେଜାସ- MK1A ଯୁଦ୍ଧ ବିମାନ ଭାରତୀୟ ବାୟୁସେନାରେ ଅନ୍ତର୍ଭୂକ୍ତ ହେବ। ଏଥି ସହିତ, ପ୍ରତିରକ୍ଷା ମନ୍ତ୍ରଣାଳୟ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (HAL) କୁ ମାର୍ଚ୍ଚ ୨୦୨୫ସୁଦ୍ଧା ୧୮ ତେଜସ Mk-1A (LCA ତେଜସ ମାର୍କ -1 ଏ ଜେଟ) ଯୋଗାଣ ସମାପ୍ତ କରିବାକୁ କହିଛି। ସରକାର ୮୫ ବିମାନ ନିର୍ମାଣ କରିବାକୁ […] The post ପାକିସ୍ତାନର ହଜିଲା ନିଦ! ଭାରତୀୟ ବାୟୁସେନାକୁ ଜୁଲାଇରେ ମିଳିବ ପ୍ରଥମ ତେଜସ-MK1A ଫାଇଟର ଜେଟ appeared first on Dharitri Odia News.

ପାକିସ୍ତାନର ହଜିଲା ନିଦ! ଭାରତୀୟ ବାୟୁସେନାକୁ ଜୁଲାଇରେ ମିଳିବ ପ୍ରଥମ ତେଜସ-MK1A ଫାଇଟର ଜେଟ

ନୂଆଦିଲ୍ଲୀ,୧୭।୫: ପୂର୍ବ ଅପେକ୍ଷା ଭାରତୀୟ ବାୟୁସେନା ଅଧିକ ଶକ୍ତିଶାଳୀ ହେଉଛି। ଆଗାମୀ ଦିନରେ ବାୟୁସେନାର ଶକ୍ତିରେ ଅତୁଳନୀୟ ବୃଦ୍ଧି ଘଟିବ। ଜୁଲାଇ ସୁଦ୍ଧା ପ୍ରଥମ ତେଜାସ- MK1A ଯୁଦ୍ଧ ବିମାନ ଭାରତୀୟ ବାୟୁସେନାରେ ଅନ୍ତର୍ଭୂକ୍ତ ହେବ। ଏଥି ସହିତ, ପ୍ରତିରକ୍ଷା ମନ୍ତ୍ରଣାଳୟ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (HAL) କୁ ମାର୍ଚ୍ଚ ୨୦୨୫ସୁଦ୍ଧା ୧୮ ତେଜସ Mk-1A (LCA ତେଜସ ମାର୍କ -1 ଏ ଜେଟ) ଯୋଗାଣ ସମାପ୍ତ କରିବାକୁ କହିଛି। ସରକାର ୮୫ ବିମାନ ନିର୍ମାଣ କରିବାକୁ HAL କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଖବର ଜାଣିବା ପରେ ପାକିସ୍ତାନ ଏବଂ ଚାଇନା ସମେତ ଶତ୍ରୁ ଦେଶମାନଙ୍କ ନିଦ ହଜିଯାଇଛି। ଏମାନେ ଅଶାନ୍ତ ଏବଂ ଚିନ୍ତିତ।

The post ପାକିସ୍ତାନର ହଜିଲା ନିଦ! ଭାରତୀୟ ବାୟୁସେନାକୁ ଜୁଲାଇରେ ମିଳିବ ପ୍ରଥମ ତେଜସ-MK1A ଫାଇଟର ଜେଟ appeared first on Dharitri Odia News.