ପାକ୍ ଗାଲୁ ଗପ ଉପରୁ ପରଦା ହଟାଇଲେ ଖୋଦ୍ ପ୍ରଧାନମନ୍ତ୍ରୀ

ପୁଣି ପଦାରେ ପଡିଲା ପାକିସ୍ତାନର ଡାହା ମିଛ। ପାକ୍ ଗାଲୁ ଗପ ଉପରୁ ପରଦା ହଟାଇଲେ ଖୋଦ୍ ପ୍ରଧାନମନ୍ତ୍ରୀ। କରିଦେଲେ, ଦୁଧ୍ କା ଦୁଧ୍-ପାନି କା ପାନି।

ପାକ୍ ଗାଲୁ ଗପ ଉପରୁ ପରଦା ହଟାଇଲେ ଖୋଦ୍ ପ୍ରଧାନମନ୍ତ୍ରୀ
Array