ପାଗଳ ହୋଇଗଲେ ପୁଟିନ୍‌’

୩ ବର୍ଷ ହେଲା ସରୁନି ରୁଷ ୟୁକ୍ରେନ୍ ଯୁଦ୍ଧ । ପାଗଳ ହୋଇଗଲେ ପୁଟିନ୍‌ ! ନିରୀହ ଶିଶୁ ଓ ଲୋକଙ୍କୁ ପୁଟିନ୍‌ କରୁଛନ୍ତି ହତ୍ୟା । ଏପରି କିଛି କହି ରୁଷ୍ ରାଷ୍ଟ୍ରପତି ଭ୍ଲଦିମିର ପୁଟିନଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମାଲୋଚନା କରିଛନ୍ତି ।

ପାଗଳ ହୋଇଗଲେ ପୁଟିନ୍‌’
Array