ପାଗଳର କଟୁରି ଚୋଟରେ ଜଣଙ୍କ ଜୀବନ ଗଲା
ଯାଜପୁର,୯ା୩(ହର୍ଷବର୍ଦ୍ଧନ ବେହେରା): ଯାଜପୁର ସଦର ଥାନା ଜମଧର ଗାଁରେ ଶନିବାର ଅଭାବନୀୟ ଘଟଣା ଘଟିଛି। ପାଗଳର କଟୁରି ଚୋଟରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ମୃତକ ହେଲେ ସ୍ବର୍ଗତ ପବନ ମଳିକଙ୍କ ପୁଅ କାଳନ୍ଦୀ ( ୬୨)। ତାଙ୍କ ଘର ସପ୍ନେଶ୍ୱରପୁର। ପାଗଳ ସୁରେନ୍ଦ୍ର ବେହେରା (୫୦)ଙ୍କୁ ସଦର ଥାନା ପୋଲିସ ଗିରଫ କରି ତଦନ୍ତ ଜାରି ରଖିଛି। The post ପାଗଳର କଟୁରି ଚୋଟରେ ଜଣଙ୍କ ଜୀବନ ଗଲା appeared first on Dharitri Odia News.
ଯାଜପୁର,୯ା୩(ହର୍ଷବର୍ଦ୍ଧନ ବେହେରା): ଯାଜପୁର ସଦର ଥାନା ଜମଧର ଗାଁରେ ଶନିବାର ଅଭାବନୀୟ ଘଟଣା ଘଟିଛି। ପାଗଳର କଟୁରି ଚୋଟରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ମୃତକ ହେଲେ ସ୍ବର୍ଗତ ପବନ ମଳିକଙ୍କ ପୁଅ କାଳନ୍ଦୀ ( ୬୨)। ତାଙ୍କ ଘର ସପ୍ନେଶ୍ୱରପୁର। ପାଗଳ ସୁରେନ୍ଦ୍ର ବେହେରା (୫୦)ଙ୍କୁ ସଦର ଥାନା ପୋଲିସ ଗିରଫ କରି ତଦନ୍ତ ଜାରି ରଖିଛି।
The post ପାଗଳର କଟୁରି ଚୋଟରେ ଜଣଙ୍କ ଜୀବନ ଗଲା appeared first on Dharitri Odia News.