ଯିଏ ହସାଉଥିଲା ସିଏ କନ୍ଦାଇଦେଲା
ଭଦ୍ରକ,୧୨।୩: କାରର ପଛରେ ଲେଖାଅଛି ‘ଟିକେ ହସି ଦିଅ’। ଯାହାଙ୍କର ଏହା ଉପରେ ନଜର ପଡ଼ିଥିବ ସେ ଏହାକୁ ଦେଖି ନିଶ୍ଚୟ ଟିକେ ହସିଥିବେ। ଏହା ଅନେକଙ୍କୁ ହସିବାର ଖୋରାକ ଯୋଗାଇଥିବ। ହେଲେ ଏହି କାର ଗୋଟିଏ ପରିବାରକୁ କନ୍ଦାଇ ଦେଇଛି। ଘଟଣାଟି ଘଟିଛି ଭଦ୍ରକ ଜିଲା ତିହି ଥାନା ନନ୍ଦପୁରରେ। ଯୁକ୍ତ ଦୁଇର ଛାତ୍ରୀ ପ୍ରଭାସିନୀ ନାୟକ ନକଲେଜ ଯାଉଥିଲେ । ତଳପଦା ସ୍ଥିତ ମଣିକଲାଲ ମହିଳା କଲେଜରେ ସେ ପଢୁଥିଲେ। କଲେଜ ଯାଉଥିବା ବେଳେ […] The post ଯିଏ ହସାଉଥିଲା ସିଏ କନ୍ଦାଇଦେଲା appeared first on Dharitri Odia News.
ଭଦ୍ରକ,୧୨।୩: କାରର ପଛରେ ଲେଖାଅଛି ‘ଟିକେ ହସି ଦିଅ’। ଯାହାଙ୍କର ଏହା ଉପରେ ନଜର ପଡ଼ିଥିବ ସେ ଏହାକୁ ଦେଖି ନିଶ୍ଚୟ ଟିକେ ହସିଥିବେ। ଏହା ଅନେକଙ୍କୁ ହସିବାର ଖୋରାକ ଯୋଗାଇଥିବ। ହେଲେ ଏହି କାର ଗୋଟିଏ ପରିବାରକୁ କନ୍ଦାଇ ଦେଇଛି।
ଘଟଣାଟି ଘଟିଛି ଭଦ୍ରକ ଜିଲା ତିହି ଥାନା ନନ୍ଦପୁରରେ। ଯୁକ୍ତ ଦୁଇର ଛାତ୍ରୀ ପ୍ରଭାସିନୀ ନାୟକ ନକଲେଜ ଯାଉଥିଲେ । ତଳପଦା ସ୍ଥିତ ମଣିକଲାଲ ମହିଳା କଲେଜରେ ସେ ପଢୁଥିଲେ।
କଲେଜ ଯାଉଥିବା ବେଳେ ନନ୍ଦପୁର ଛକ ନିକଟରେ ଉକ୍ତି କାରଟି ସାମ୍ନାରୁ ଆସି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଉକ୍ତ ସ୍ତାନରେ ଉତ୍ତେଜନା ଲାଗି ରହଥିଲା।
The post ଯିଏ ହସାଉଥିଲା ସିଏ କନ୍ଦାଇଦେଲା appeared first on Dharitri Odia News.