ପାଞ୍ଚୁଗୋଛିଆ ପଞ୍ଚାୟତ ର ସରୋଜ ଙ୍କ ସଫଳତା।

ହାଟଡିହି ଅଞ୍ଚଳ ର ଯୁବକ ସଫଳତା। ସେ ପ୍ରଥମେ ମିଗୁପୁର ଉଚ ବିଦ୍ୟାଳୟ ରେ ଅଧ୍ୟୟନ କରୁଥିଲେ ପରେ ଭଦ୍ରକ କଲେଜ ଶିକ୍ଷା ଅଧ୍ୟୟନ ଜାରି ରଖି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ଶିକ୍ଷକତା କରୁଥିଲେ।ଓଡିଶା ପ୍ରଶାସନିକ ସେବା ବରେଶ୍ଵର ଗ୍ରାମର ସରୋଜ ପଣ୍ଡାଙ୍କ ସଫଳତା । ୨୬୯ ତମ ରେଙ୍କରେ ରହି ଏହି ସଫଳତା ହାସଲ କରିଛନ୍ତି।ବରେଶ୍ଵର ଗ୍ରାମର ଭଗବାନ ପଣ୍ଡା ଓ ମା ସାବିତ୍ରୀ ପଣ୍ଡାଙ୍କ ସୁପୁତ୍ର ସରୋଜ କୁମାର ପଣ୍ଡା ଜଣେ ମେଧାବୀ […] The post ପାଞ୍ଚୁଗୋଛିଆ ପଞ୍ଚାୟତ ର ସରୋଜ ଙ୍କ ସଫଳତା। appeared first on Odisha.News.

ପାଞ୍ଚୁଗୋଛିଆ ପଞ୍ଚାୟତ ର ସରୋଜ ଙ୍କ ସଫଳତା।

ହାଟଡିହି ଅଞ୍ଚଳ ର ଯୁବକ ସଫଳତା। ସେ ପ୍ରଥମେ ମିଗୁପୁର ଉଚ ବିଦ୍ୟାଳୟ ରେ ଅଧ୍ୟୟନ କରୁଥିଲେ ପରେ ଭଦ୍ରକ କଲେଜ ଶିକ୍ଷା ଅଧ୍ୟୟନ ଜାରି ରଖି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ଶିକ୍ଷକତା କରୁଥିଲେ।ଓଡିଶା ପ୍ରଶାସନିକ ସେବା ବରେଶ୍ଵର ଗ୍ରାମର ସରୋଜ ପଣ୍ଡାଙ୍କ ସଫଳତା । ୨୬୯ ତମ ରେଙ୍କରେ ରହି ଏହି ସଫଳତା ହାସଲ କରିଛନ୍ତି।ବରେଶ୍ଵର ଗ୍ରାମର ଭଗବାନ ପଣ୍ଡା ଓ ମା ସାବିତ୍ରୀ ପଣ୍ଡାଙ୍କ ସୁପୁତ୍ର ସରୋଜ କୁମାର ପଣ୍ଡା ଜଣେ ମେଧାବୀ ଛାତ୍ର ଥିଲେ। ସେ ଏବେ କେନ୍ଦୁଝର ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଭାବେ କାର୍ଯ୍ଯ କରୁଛନ୍ତି। ତାଙ୍କର ଏପରି ସଫଳତା ରେ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

The post ପାଞ୍ଚୁଗୋଛିଆ ପଞ୍ଚାୟତ ର ସରୋଜ ଙ୍କ ସଫଳତା। appeared first on Odisha.News.