ପାଟଣା ଅଞ୍ଚଳରେ କାଳବୈଶାଖୀ, କୁଆପଥର ମାଡ ସହ ଘନ ଘନ ବଜ୍ରପାତ

ପାଟଣା : ଆଜି କାଳବୈଶାଖୀ ପ୍ରଭାବରେ ପବନ ବହିବା ସହ କୁଆପଥର ବର୍ଷା ହୋଇଥିଲା। ମାତ୍ର ଅଧ ଘଣ୍ଟାଏ ଧରି କୁଆପଥର ମାଡ଼ ହେବା ଫଳରେ ଆଖପାଖ ଅଞ୍ଚଳର ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ କେତେକ ବାଇକ ସିଟ, ଆଇନା କାଚ ଭାଙ୍ଗିଯିବା ସହ ଚାରି ଚକିଆ ଯାନ ମଧ୍ୟ କ୍ଷତଗ୍ରସ୍ତ ହୋଇଛି। ପାଖାପାଖି ୪୦ମିନିଟ ଧରି ଏହି ପରିସ୍ଥିତି ଲାଗି ରହିବା ପରେ ବର୍ଷା ଛାଡ଼ିଯିବା ସହ ବଜ୍ରପାତ ମଧ୍ୟ ବନ୍ଦ ହୋଇଯାଇଥିଲା।