ପାଟଦର୍ହା ସଂରକ୍ଷିତ ଜଙ୍ଗଲରେ କମ୍ବିଂ, ବିପୁଳ ମାଓ ସାମଗ୍ରୀ ଜବତ

ନୂଆପଡା ୨୨।୪: ନୂଆପଡା ଜିଲ୍ଲା ବୋଡେନ ଥାନା କାଟଫାର ଜଙ୍ଗଲରେ ମାଓ ସାମଗ୍ରୀ ଠାବ ହୋଇଛି । ଭଇସାଦାନୀ ପଞ୍ଚାୟତ ପାଟଦର୍ହା ସଂରକ୍ଷିତ ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ଠାବ କଲା ସିଆରପିଏଫ ଏସଓଜି । ଅନେକ ମାଓ ସାମଗ୍ରୀ ଜବତ ହୋଇଛି । ନିର୍ବାଚନକୁ ଚେକମେଟ୍ ଦେବାକୁ ମାଓବାଦୀ କରିଥିବା ଉଦ୍ୟମ ପଣ୍ଡ ହୋଇଛି । ଗତ ୨୦୧୯ ସାଧାରଣ ନିର୍ବାଚନରେ ସେହି ଅଞ୍ଚଳର ଭୋଟରଙ୍କୁ ଭୋଟ୍ ନଦେବାକୁ ଚେତାବନୀ ଦେଇଥିଲେ । ଏଥର ମଧ୍ୟ ସେଭଳି ଅନୁମାନ କରାଯାଉଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ଆଗୁଆ ବ୍ୟାପକ କରୁଛି ନୂଆପଡା ପୋଲିସ । ନୂଆପଡା ଏସପି ଗୁନ୍ଦାଲା ରାଘବେନ୍ଦ୍ର ରେଡ୍ଡୀ ସୂଚନା ଦେଇଛନ୍ତି ।You Can Read :ଜଙ୍ଗଲରେ ନିଆଁ, ବିପଦରେ ବନ୍ୟଜନ୍ତୁ

ପାଟଦର୍ହା ସଂରକ୍ଷିତ ଜଙ୍ଗଲରେ କମ୍ବିଂ, ବିପୁଳ ମାଓ ସାମଗ୍ରୀ ଜବତ

ନୂଆପଡା ୨୨।୪: ନୂଆପଡା ଜିଲ୍ଲା ବୋଡେନ ଥାନା କାଟଫାର ଜଙ୍ଗଲରେ ମାଓ ସାମଗ୍ରୀ ଠାବ ହୋଇଛି । ଭଇସାଦାନୀ ପଞ୍ଚାୟତ ପାଟଦର୍ହା ସଂରକ୍ଷିତ ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ଠାବ କଲା ସିଆରପିଏଫ ଏସଓଜି । ଅନେକ ମାଓ ସାମଗ୍ରୀ ଜବତ ହୋଇଛି । ନିର୍ବାଚନକୁ ଚେକମେଟ୍ ଦେବାକୁ ମାଓବାଦୀ କରିଥିବା ଉଦ୍ୟମ ପଣ୍ଡ ହୋଇଛି । 

ଗତ ୨୦୧୯ ସାଧାରଣ ନିର୍ବାଚନରେ ସେହି ଅଞ୍ଚଳର ଭୋଟରଙ୍କୁ ଭୋଟ୍ ନଦେବାକୁ ଚେତାବନୀ ଦେଇଥିଲେ । ଏଥର ମଧ୍ୟ ସେଭଳି ଅନୁମାନ କରାଯାଉଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ଆଗୁଆ ବ୍ୟାପକ କରୁଛି ନୂଆପଡା ପୋଲିସ । ନୂଆପଡା ଏସପି ଗୁନ୍ଦାଲା ରାଘବେନ୍ଦ୍ର ରେଡ୍ଡୀ ସୂଚନା ଦେଇଛନ୍ତି ।

You Can Read :

ଜଙ୍ଗଲରେ ନିଆଁ, ବିପଦରେ ବନ୍ୟଜନ୍ତୁ