ପାଟନା ମେଟ୍ରୋ ଟନେଲରେ କାମ କରୁଥିବା ୨ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ
ଭୁବନେଶ୍ବର ୨୯।୧୦: ବିହାର ପାଟନାରେ ମେଟ୍ରୋ ଟନେଲରେ ୨ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କଲେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ । ମନ୍ତ୍ରୀ କହିଛନ୍ତି, ବିହାର ପାଟଣାରେ ଏକ ଟନେଲରେ କାମ କରୁଥିବା ୭ ଜଣଙ୍କ ମଧ୍ୟରୁ ୩ ଜଣ ଓଡ଼ିଆ ଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ଆଧାର କାର୍ଡର ତର୍ଜମା କରାଯାଉଛି । ମନୋଜ ଓ ଶ୍ୟାମଙ୍କ ମୃତ୍ୟୁ ହୋଇଛି । ବିଜୟ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । DLO ସତ୍ୟ ନାରାୟଣ ଆଚାର୍ଯ୍ୟଙ୍କୁ ଦାୟିତ୍ଵ ଦିଆଯାଇଛି । ସେ ଯାଇ ସେମାନଙ୍କ ପରିଚୟ ଖୋଜିବା ପରେ ପରବର୍ତ୍ତୀ ଅବସ୍ଥାରେ ସହାୟତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । You Can Read:ଦୀପାବଳି ପାଇଁ ଅଗ୍ନିଶମ ବିଭାଗର ଆଡ଼ଭାଇଜରି : ‘ଅଧିକ ସାଉଣ୍ଡ ହେଉଥିବା ବାଣ ବ୍ୟବହାର କରନ୍ତୁନି, ଗ୍ରୀନ୍ ବାଣ ବ୍ୟବହାର କରନ୍ତୁ’
ଭୁବନେଶ୍ବର ୨୯।୧୦: ବିହାର ପାଟନାରେ ମେଟ୍ରୋ ଟନେଲରେ ୨ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କଲେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ । ମନ୍ତ୍ରୀ କହିଛନ୍ତି, ବିହାର ପାଟଣାରେ ଏକ ଟନେଲରେ କାମ କରୁଥିବା ୭ ଜଣଙ୍କ ମଧ୍ୟରୁ ୩ ଜଣ ଓଡ଼ିଆ ଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ଆଧାର କାର୍ଡର ତର୍ଜମା କରାଯାଉଛି । ମନୋଜ ଓ ଶ୍ୟାମଙ୍କ ମୃତ୍ୟୁ ହୋଇଛି । ବିଜୟ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । DLO ସତ୍ୟ ନାରାୟଣ ଆଚାର୍ଯ୍ୟଙ୍କୁ ଦାୟିତ୍ଵ ଦିଆଯାଇଛି । ସେ ଯାଇ ସେମାନଙ୍କ ପରିଚୟ ଖୋଜିବା ପରେ ପରବର୍ତ୍ତୀ ଅବସ୍ଥାରେ ସହାୟତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
You Can Read: